ଚୀନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ନରେନ୍ଦ୍ର ମୋଦି
ବେଜିଂ : ଏବେ ଚୀନ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର କିଙ୍ଗଦାଓ ସହରରେ ୮ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହେଉଥିବା ସାଂଘାଇ କୋଅପରେସନ ସମିଟ୍ (ଏସସିଓ) ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନରେ ପହଞ୍ଚିବା ପରେ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ…