ବିଦାୟ ୨୦୧୯: ଓଡ଼ିଶାର ଛାତିକୁ ଥରାଇ ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ଫନୀ-ବୁଲବୁଲର ବିଭୀଷିକା !
ଭୁବନେଶ୍ୱର: ୨୦୧୯ ବର୍ଷ ଓଡ଼ିଶା ଲାଗି ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ଏହିବର୍ଷ ଓଡ଼ିଶାକୁ ସାମ୍ନା କରିବାକୁ ପଡ଼ିଥିଲା ଦୁଇଟି ଭୟଙ୍କର ବାତ୍ୟା । ମେ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହା ମନରୁ…