Latest Odisha News

BREAKING NEWS

ଗଂଜାମ ସୁବଳୟା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ଲଙ୍କାକାଣ୍ଡ

ଗଂଜାମ : ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତ ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଖାଇବାର ମାନକୁ ନେଇ ଲଙ୍କାକାଣ୍ଡ ଭିଆଇଛନ୍ତି ପ୍ରବାସୀ ଶ୍ରମିକ । କେବଳ ଭାତ ଡାଲମା ଦିଆଯାଉଥିବାର ଅଭିଯୋଗ କରି ଆଜି ସେମାନେ ଖାଦ୍ୟକୁ ନ ଖାଇ ପ୍ଲେଟ ସହ ତଳେ ଫୋପାଡି ଦେଇଥିବା ଦେଖିବାକୁ…

ଛଟେଇ ହେଲେ ୧୦୦୦ ରୁ ଊର୍ଦ୍ଧ୍ୱ ତିରୁପତି ବାଲାଜୀ ମନ୍ଦିର କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସାରା ଦେଶର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଛି । ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ  କନଟ୍ରାକ୍ଟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ତିରୁପତି ବାଲାଜୀ ମନ୍ଦିରର ଅଧ୍ୟକ୍ଷ ବୋର୍ଡ ବି ସୁବା ରେଡ୍ଡୀ କହିଛନ୍ତି, ଲକଡାଉନ୍…

ଜୀବନ, ଜୀବିକା ଓ ମହାମାରୀ…

ମାନବ ସମାଜର ଇତିହାସରେ ଜୀବନ ଓ ଜୀବିକାର ସୁରକ୍ଷା ସର୍ବଦା ସମାଜ ଏବଂ ରାଷ୍ଟ୍ରର ପ୍ରଥମ କର୍ତ୍ତର୍ବ୍ୟ । ଅତୀତରେ ସ୍ପେନିସ ଇନ୍‌ଫ୍ଲୁଏଞ୍ଜା(୧୯୧୮-୨୦), ବୁବୋନିକ୍ ପ୍ଲେଗ୍‌(୧୩୪୬-୫୩), ଏସିଆନ୍ ଫ୍ଲୁ, କଲେରା, ସ୍ମଲ୍‌ପକ୍‌ସ ଭଳି ମହମାରୀ ଜୀବନ ଓ ଜୀବିକା କ୍ଷେତ୍ରରେ ଅନେକ ବିପର୍ଯ୍ୟୟ…

ଚିକିତ୍ସା ପରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ ରୋଗୀ । ଏମାନଙ୍କ ମଧ୍ୟରୁ ତିନି ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚାରି ଜଣଙ୍କର ନମୁନା ନେଗେଟିଭ୍ ବାହାରିଥିବା…

ଧୋନୀ ଆନ୍ତର୍ଜାତୀୟ ମ୍ୟାଚ ନ ଖେଳିବା ନେଇ ମୁହଁ ଖୋଲିଲେ ଚୟନ କମିଟିର ପୂର୍ବତନ ମୁଖ୍ୟ

ମୁମ୍ବାଇ: ୨୦୧୯ ବିଶ୍ୱକପ କ୍ରିକେଟ ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉ ପଡିଆରେ ଦେଖିବାକୁ ମିଳୁ ନାହିଁ । ଫଳରେ ଧୋନୀଙ୍କ ଭବିଷ୍ୟତ ନେଇ ବିଭିନ୍ନ ପ୍ରକାରର ପୂର୍ବାନୁମାନ କରାଯାଉଛି । ତେବେ ରବିବାର ଭାରତୀୟ ଚୟନ କମିଟିର ପୂର୍ବତନ ମୁଖ୍ୟ ଏମଏସକେ ପ୍ରସାଦ ଏ…

କରୋନା ଭାଇରସ ଟୀକା ପାଇଁ ଇରାନ, ରୁଷିଆ ବିରୋଧରେ ଡାଟା ଚୋରି ଉଦ୍ୟମ ଅଭିଯୋଗ

ମସ୍କୋ: ଇରାନ ଓ ରୁଷିଆ ବିରୋଧରେ ବ୍ରିଟେନ ଗୁରୁତର ଅଭିଯୋଗ ଆଣିଛି । ରିପୋର୍ଟ ମୁତାବକ ଉପରୋକ୍ତ ଦୁଇ ଦେଶ ବ୍ରିଟେନର ଗବେଷଣା କେନ୍ଦ୍ରରୁ ଟୀକା ସମ୍ପର୍କୀତ ଡାଟା ଚୋରି କରିବା ପାଇଁ ଉଦ୍ୟମ କରୁଥିଲେ । କୋଭିଡ-୧୯ ସମ୍ପର୍କୀତ ସମସ୍ତ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ ସେମାନେ ଏହି ଉଦ୍ୟମକୁ…

ବିଚକ୍ଷଣ ପାଲା ଗାୟକ: ଅନିରୁଦ୍ଧ ପାଣିଗ୍ରାହୀ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଚତୁର, ବିଚକ୍ଷଣ ଓ ବିଦ୍ୱାନ ଗାୟକ ଥିଲେ ଅନିରୁଦ୍ଧ ପାଣିଗ୍ରାହୀ । ହଂସଗତୀ ଓ ଉଚ୍ଚାଙ୍ଗ କଣ୍ଠ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା । ଏହି ବିଶିଷ୍ଟ ପାଲା ଗାୟକ ୧୯୨୦ ମସିହା ନଭେମ୍ବର ୨୦ ତାରିଖ ବ୍ୟଞ୍ଜନ ଦ୍ୱାଦଶୀ ଦିନ ଭଦ୍ରକ ଜିଲ୍ଲା…

କରୋନା ଜୋନ ଅନୁଯାୟୀ କାମ କରିବ କୋର୍ଟ

ଭୁବନେଶ୍ୱର : କୋର୍ଟ କାର୍ଯ୍ୟକ୍ଷମ ନେଇ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । କରୋନା ପ୍ରଭାବିତ ଅଂଚଳ ଦୃଷ୍ଟିରୁ ବିଭକ୍ତ ହୋଇଥିବା ଜୋନ ଅନୁଯାୟୀ କୋର୍ଟ ଖୋଲା ରହିବ । ହାଇକୋର୍ଟରେ ଆସନ୍ତାକାଲିଠାରୁ ସମସ୍ତ ୫ଟି କାର୍ଯ୍ୟ ଦିବସରେ ସିଙ୍ଗଲ ବେଂଚ ଏବଂ ମଙ୍ଗଳବାର ଓ…

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବ ଭାରତ

ନୂଆଦିଲ୍ଲୀ: ୨୦୨୬ ୟୁଥ୍ ଅଲିମ୍ପିକ୍ସ ଏବଂ ୨୦୩୨ ଅଲିମ୍ପିକ୍ସ ଆୟୋଜନ ପାଇଁ  ଭାରତ  ବିଡ୍ ଦାଖଲ କରିବ । କୋଭିଡ୍‌-୧୯ ଆଶଙ୍କା ଦୂର ହେବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଉଦ୍ୟମ କରାଯିବ ବୋଲି ଭାରତୀୟ ଅଲିମ୍ପିକ୍ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି ।…

ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଏଥିସହ କେତେକ ସ୍ଥାନରେ ବଜ୍ରପାତ ହେବା ମଧ୍ୟ ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିପାଇଁ ରାଜ୍ୟର ୧୧ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି…