ଆନ୍ତଃରାଜ୍ୟ ପୋଲିସ ସମନ୍ୱୟ ବୈଠକରେ ସାମିଲ ହେଲେ ୬ଟି ରାଜ୍ୟର ପୋଲିସ
ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଶୁକ୍ରବାର ଦିନ ଛଅଟି ରାଜ୍ୟର ବରିଷ୍ଠ ପୋଲିସ ପ୍ରତିନିଧିମାନଙ୍କୁ ନେଇ ଆନ୍ତଃରାଜ୍ୟ ପୋଲିସ ସମନ୍ୱୟ ବୈଠକ ଆରମ୍ଭ ହୋଇଛି ।
ମିଳିଥିବା ସୂଚନାନୁଯାୟୀ ଏହି ବୈଠକରେ ଓଡିଶା ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ,…