ନେଦରଲାଣ୍ଡ ଠାରୁ ସଂଘର୍ଷପୂର୍ଣ୍ଣ ୨-୧ ରେ ପରାସ୍ତ ହୋଇ ଭାରତର ବିଶ୍ୱକପରୁ ବିଦାୟ
ଭୁବନେଶ୍ୱର: ଓଡ଼ିଶା ବିଶ୍ୱକପ ହକିରେ ଆଜି ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ ମ୍ୟାଚରେ ଆୟୋଜକ ଭାରତ ଶକ୍ତିଶାଳୀ ନେଦରଲାଣ୍ଡ ଦଳଠାରୁ ୨-୧ ଗୋଲରେ ପରାସ୍ତ ହୋଇ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି । ଏହି ପରାଜୟ ସହିତ ଭାରତର ବିଶ୍ୱକପ ଆଶା ଧୂଳିସାତ ହୋଇଛି ।
ଭାରତୀୟ…