ଭାରତ-ଅଷ୍ଟ୍ରେଲିଆ ୨ୟ ଟି୨୦: ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ
ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ମେଲବୋର୍ଣ୍ଣ ଠାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ବର୍ଷା ଯୋଗୁଁ ରଦ୍ଦ କରି ଦିଆଯାଇଛି। ଆଜିର ମ୍ୟାଚ ଖେଳି ଭାରତୀୟ ଦଳର ସିରିଜ ବରାବର ସ୍ୱପ୍ନକୁ ବର୍ଷା ଏକପ୍ରକାର ଧୋଇ ନେଇଛି ।
ମିଳିଥିବା ସୂଚନା ଅନୁଯାୟୀ ଟସ୍ ଜିତି…