Latest Odisha News

BREAKING NEWS

ମୁଢି ଖାଇଲେ ମିଳିବ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା !

ଭୁବନେଶ୍ୱର: ଖୋଜି ଆସିଲେ ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରୁ ମୁଢି ମିଳିଯିବ । ଓଡ଼ିଆ ଲୋକଙ୍କର ଏହା ମାନପସନ୍ଦର ଜଳଖିଆ ଅଟେ । ମୁଢିକୁ ସଧାରଣତଃ ସବୁ ଜିନିଷ ସହ ମିଶେଇ ଖାଇ ହୁଏ। କିଛି ଲୋକ ଚାହା ସହିତ ଏହାକୁ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏଥିରେ ମିକ୍ସଚର, ପିଆଜ, ଖଟା ପକାଇ…

ଫ୍ୟାସନରେ ଷ୍ଟାଇଲିସ୍ ଦାଢି ଲୁକ୍ସ…

ଭୁବନେଶ୍ୱର: ଆଜିକାଲି ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ପୋଷାକ ପରି ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ମଧ୍ୟ ବଦଳାଉଛନ୍ତି। ତେବେ ଜାଣନ୍ତୁ ନିଜ ଫେସ୍ କଟ୍ ଅନୁସାରେ କିପରି ବିୟର୍ଡ ଷ୍ଟାଇଲ୍…

ମୋବାଇଲରେ ଥିବା ‘ଫ୍ଲାଇଟ୍‌ ମୋଡ ଅପସନ’ର ପ୍ରକୃତ ବ୍ୟବହାର ଜାଣନ୍ତି କି!

ଭୁବନେଶ୍ୱର: ଆଜିର ସମୟରେ ସବୁକିଛି ଯେପରି ହାତ ପାହାନ୍ତାରେ ହେଇଯାଉଛି। ସ୍ମାର୍ଟଫୋନ୍ ଜରିଆରେ ଆମେ ସବୁକାମ ଅତି ସହଜରେ କରିପାରୁଛୁ। ପ୍ରାୟତଃ ପିଲାରୁ ବୁଢା ସବୁ ଏହି ମୋବାଇଲ ଫୋନର ବ୍ୟବହାର କରୁଥିବା ଦେଖା ଦଉଛି । ତେବେ ଆମେ ବ୍ୟବହାର କରୁଥିବା ମୋବାଇଲରରେ ଥିବା ସମସ୍ତ ଅପସନ ବିଷୟରେ…

ପୁରୀ ‘ବିଶ୍ୱ ଐତିହ୍ୟ ପ୍ରକଳ୍ପ’କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ୫ ଆଇଏଏସଙ୍କୁ ଦେଲେ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାର ପ୍ରାଣକେନ୍ଦ୍ର ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ଭାବେ ଗଢି ତୋଳିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପୁରୀର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେବା ସହ ଏହାକୁ ସୁଚାରୁରୂପେ ନିର୍ବାହ କରିବାକୁ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି ।…

‘କୌନ୍ ବନେଗା କରୋଡ଼ପତି’ରେ ଏମପି ଚନ୍ଦ୍ରାଣୀ ମୂର୍ମୁ !

ଭୁବନେଶ୍ୱର: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁଙ୍କ ନାମ ‘କୌନ୍ ବନେଗା କରୋଡ଼ପତି-୧୧’ରେ ଏକ ପ୍ରଶ୍ନର ଉତ୍ତରରେ ରହିଛି । ଟିଭିରେ ପ୍ରସାରିତ ହେଉଥିବା ଏହି ‘କୌନ୍ ବନେଗା କରୋଡ଼ପତି’ରେ ଲୋକପ୍ରିୟ କାର୍ଯ୍ୟକ୍ରମରେ ବିଗ୍ ବି ଅମିତାଭ ବଚ୍ଚନ୍ ସାମ୍ନାରେ ବସିଥିବା ଅଂଶଗ୍ରହଣକାରୀଙ୍କୁ ଏକ…

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ: ଚାକିରିରୁ ବରଖାସ୍ତ ହେଲେ ୧୬ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ହିଁ ବିକାଶର ମୁଖ୍ୟ ପ୍ରତିବନ୍ଧକ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ଏହା ବିରୋଧରେ ଜିରୋ ସହିଷ୍ଣୁତା ନୀତିକୁ ଗୁରୁତ୍ୱ ଦେଇ ଆସିଛନ୍ତି ନବୀନ । ଏହି ଦୃଢ କାର୍ଯ୍ୟାନୁଷ୍ଠାନ…

ସାବଧାନ ! ଆଜି ଘରେ ଆପଣ ଖାଇପାରନ୍ତି ‘ପ୍ଲାଷ୍ଟକ୍ ଅଣ୍ଡା’ !

ମାଲକାନଗିରି: ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା ମିଳିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ହାଇଟେକ୍ କଲୋନିର ଦିଗମ୍ବର ବେହେରା ନାମକ ଜଣେ ବ୍ୟକ୍ତି ନିକଟସ୍ଥ ଥିବା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ । ଘରେ ଏହାକୁ ଭାଙ୍ଗି…

ସ୍ତନ ପୁନର୍ଗଠନ ସଚେତନତା ଉପରେ ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ଗୁରୁତ୍ୱ

ଭୁବନେଶ୍ୱର: ନୂତନ ଶଲ୍ୟ ଚିକିତ୍ସା ଦ୍ୱାରା ମହିଳାଙ୍କ ସ୍ତନ ପୁନର୍ଗଠନ ଦିଗରେ ସଚେତନତା ନେଇ ବିଶ୍ୱର ଅଗ୍ରଣୀ ପ୍ଲାଷ୍ଟିକ୍ ସର୍ଜନ ଡକ୍ଟର ଦାମିର୍ କୋସୁଟିକ୍ ଗୁରୁତ୍ୱ ଆରୋପ କରିଛନ୍ତି । ଯଦି ଜଣେ ମହିଳା ସ୍ତନ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ସର୍ଜିକାଲ୍…

ପ୍ରିୟଙ୍କା ଓ ଫରହାନ୍‌ଙ୍କୁ ମହାରାଷ୍ଟ୍ର ପୋଲିସ ଦେଲା ଚେତାବନୀ, ଜାଣନ୍ତୁ କାହିଁକି

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍‌ ଅଖତରଙ୍କୁ ଚେତାବନୀ ଦେଇଛି ମହାରାଷ୍ଟ୍ର ପୋଲିସ। ଏହି ଦୁଇ କଳାକାରଙ୍କ ଆଗାମୀ ସିନେମା ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ରହିଥିବା ଏକ ଦୃଶ୍ୟ ପାଇଁ ଚେତାବନୀ ମିଳିଥିବା ଶୁଣିବାକୁ ମିଳିଛି । ଦୁଇଦିନ ଏହି ଫିଲ୍ମର ଟ୍ରେଲର ମୁକ୍ତିଲାଭ…