ପୋଲିସ-ଓକିଲ ବିବାଦ: ଆଜି ହାଇକୋର୍ଟରେ ମାମଲାର ଶୁଣାଣି
କଟକ: ଓଡ଼ିଶା ହାଇକୋର୍ଟ ଆଇନଜୀବୀ-ପୋଲିସ ମାମଲାର ଶୁଣାଣି ଆଜି ଅନୁଷ୍ଠିତ ହେଉଛି ।
ସୋମବାରଦିନ ହାଇକୋର୍ଟ ପୋଲିସ କନେଷ୍ଟବଳଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ’କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅଗଷ୍ଟ ୨୮ ତାରିଖରେ ପୋଲିସ ପକ୍ଷରୁ ଆକ୍ରମଣ ହୋଇଥିବା ନେଇ ଓକିଲଙ୍କ ପକ୍ଷରୁ…