ନିୟମଗିରି: ଗ୍ରାମବାସୀଙ୍କ ବିନା ସହମତିରେ ଉନ୍ନୟନ କାମକୁ ବିରୋଧ କଲେ ଡ଼ଙ୍ଗରିଆ
ରାୟଗଡ଼ା: ପଲ୍ଲିସଭା କିମ୍ବା ଗ୍ରାମସଭାରେ ବିନା ଆଲୋଚନାରେ ଜିଲ୍ଲାପ୍ରଶାସନ କିଛି ବ୍ୟକ୍ତିଙ୍କୁ ଅନାବଶ୍ୟକ ଉନ୍ନୟନ କାମକୁ ବିରୋଧ କରିବା ସହିତ ଅଭିଯୋଗ କରିଛନ୍ତି ନିୟମଗିରିର ଡ଼ଙ୍ଗରିଆ ।
ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକ ପାରସାଲି ଏବଂ ସୁନାଖଣ୍ଡି ପଚାଂୟତ ଅନ୍ତର୍ଗତ ୩୨ ଖଣ୍ଡ…