ମାଓବାଦୀଙ୍କ ଆକ୍ରମଣରେ ଓଡିଶା ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁ
ଦନ୍ତେୱାଡା/ଓଡିଶା : ଛତିଶଗଡ ବିଧାନସଭା ନିର୍ବାଚନକୁ ୧୫ ଦିନରୁ କମରୁ ସମୟ ରହିଥିବାବେଳେ ଆଜି ଦନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କ ସମେତ ୨ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ।
ମୃତ ଦୂରଦର୍ଶନର କ୍ୟାମରୋମ୍ୟାନ ଜଣଙ୍କ ଅଚ୍ୟୁତାନନ୍ଦ ସାହୁ…