ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗ: କୋର୍ଟ ଯିବାବେଳେ ବିଚାରପତିଙ୍କୁ ଅଟକାଇଲେ ଆନ୍ଦୋଳନରତ ଓକିଲ
ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ଆଇନଜୀବୀମାନେ ସମ୍ବଲପୁରରେ ଜିଲ୍ଲା ଦୌରା ଜଜ୍ ମଳୟ ରଞ୍ଜନ ଦାସଙ୍କୁ ଘେରିଯାଇ ପ୍ରତିବାଦ ଜାହିର କରିଥିଲେ ।
ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ପ୍ରାୟ ୨ ମାସ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା…