Latest Odisha News

BREAKING NEWS

ପରଦାକୁ ଆସୁଛି ଓଡ଼ିଆ ପୁଅ ସହିଦ ରଘୁ ପଟ୍ଟନାୟକଙ୍କ ଉପରେ ନିର୍ମିତ ବାୟୋପିକ

ଭୁବନେଶ୍ୱର: ଓଡ଼ିଆ ସିନେପ୍ରେମୀ ମାନେ ଖୁବଶୀଘ୍ର ବଡ଼ ପରଦାରେ ଦେଖିବାକୁ ପାଇବେ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ ପଟ୍ଟନାୟକଙ୍କ କାହାଣୀ । ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଛି । କଟକ ଜିଲ୍ଲା ବୟାଳିସ ମୌଜାର ବରାଳ…

ରାଷ୍ଟ୍ରୀୟ ସମ୍ମାନର ସହ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ସଂପନ୍ନ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ରବିବାର ଦିନ ସଂପନ୍ନ ହୋଇଛି । ନୂଆଦିଲ୍ଲୀର ନିଗମବୋଧ ଘାଟଠାରେ ବହୁ ବିଜେପି ନେତା ତଥା ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ…

‘ନୂଆଖାଇ’ ଲାଗି ସେପ୍ଟେମ୍ବର ୩ରେ ଲଗ୍ନ ଚୂଡାନ୍ତ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ରବିବାର ଦିନ ଲଗ୍ନ ଚୂଡାନ୍ତ କରାଯାଇଛି । ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଦିନ ୧୦ଟା ୦୫ମି.ରୁ ୧୦ ଟା ୨୦ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ବ୍ରହ୍ମପୁରା…

କାହିଁକି ଓକିଲାତି ଛାଡିଥିଲେ ଜେଟଲୀ, ପଢନ୍ତୁ ତାଙ୍କ ସହ ଜଡିତ ୧୦ଟି କଥା

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ଆଜି ଦ୍ୱିପ୍ରହର ସମୟରେ ନିଗମବୋଧ ଶ୍ମଶାନରେ ସଂପନ୍ନ କରାଯିବ । ବହୁତ୍ କମ୍ ବ୍ୟକ୍ତି ଜାଣିଥିବେ ଯେ, ଏହି ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜନୈତିଜ୍ଞ ଜଣକ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟରତ…

ଋଷିକୁଲ୍ୟା ନଦୀରେ ବୁଡି ନାବାଳିକା ନିଖୋଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କଞ୍ଜିମା ଗ୍ରାମ ନିକଟ ଋଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ନାବାଳିକା ଜଣକ ଆଉ ୨ଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଆସିଥିଲେ । ସେଠାରେ ଗାଧୋଉଥିବା…

ଆଇଏମଏସ୍ ଏବଂ ସମ୍ ହସ୍ପିଟାଲରେ ‘ଫିଜିଓ-ଫିଏଷ୍ଟା ୨୦୧୯’ ଆୟୋଜିତ

ଭୁବନେଶ୍ୱର: ବର୍ତ୍ତମାନର ସମାଜରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମଣିଷ ଅସୁସ୍ଥ ହୋଇପଡ଼ୁଛି । ତେବେ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ଲାଗି ଫିଜିଓଥେରାପିର ଯଥେଷ୍ଟ ଆବଶ୍ୟତା ରହିଛି । ଶିକ୍ଷା ଓ ଅସୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏବଂ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଆୟୋଜିତ ହେଲା ‘ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ’ କର୍ମଶାଳା

ଭୁବନେଶ୍ୱର: ସିବିଏସଇ ସେଣ୍ଟର ଅଫ୍ ଏକ୍ସଲେନ୍ସି ଦ୍ୱାରା ଆୟୋଜିତ ‘ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ୱାର୍କସପ୍’ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ୱାର୍କସପରେ ଶିକ୍ଷାନୁଷ୍ଠାନମାନଙ୍କରେ ନିଜର ଷ୍ଟ୍ରେସ୍ ବା ଚାପକୁ ନିୟନ୍ତ୍ରିତ କରିବା ସହ ଛାତ୍ରଛାତ୍ରୀମାନଙ୍କର…

ଏସ୍‌ବିଆଇ ବନ୍ଦ କରିବ ଡେବିଟ କାର୍ଡ

ନୂଆଦିଲ୍ଲୀ:ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଲାଗୁକରିବା ନେଇ ସୂଚନା ଦେଇଛନ୍ତି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର । ରଜନୀଶ କୁମାର କହିଛନ୍ତି ଯେ,…

ପଞ୍ଚତତ୍ତ୍ୱରେ ବିଲିନ ହେବ ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ପ୍ରାୟ ୨ଟାରେ ନିଗମବୋଧ ଶ୍ମଶାନରେ ସଂପନ୍ନ କରାଯିବ । ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ବିଜେପି କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଛି । ସେଠାରେ ଅପରାହ୍ନ ୧ଟା ଯାଏଁ ଜେଟଲୀଙ୍କ…

ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍: ଓଡିଶା ଖେଳାଳୀ ପ୍ରମୋଦ ଭଗତଙ୍କ ସ୍ୱର୍ଣ୍ଣ ପଦକ ହାସଲ

ବେସଲ୍: ସୁଇଜରଲ୍ୟାଣ୍ଡ ଠାରେ ଖେଳାଯାଇଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ଡବଲ୍ସରେ ସ୍ୱର୍ଣ୍ଣ ହାତେଇଛନ୍ତି ଓଡିଶାର ପ୍ରମୋଦ ଭଗତ । ଏହି ଡବଲ୍ସରେ ପ୍ରମୋଦ ଭଗତଙ୍କ ସହ ତାଙ୍କ ସାଥୀ ଥିଲେ ମନୋଜ ସରକାର । ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ରେ ଦୁହେଁ ଫାଇନାଲ…