Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୦୮-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୬ ରିଖ ସୋମବାର ସିଂହ ୧୦ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-:…

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ତିଆରି ହେବ ବଲିଉଡ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଚର୍ଚ୍ଚିତ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ଼ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁମତି ମିଳିଛି ବିବେକ ଓବରୟଙ୍କୁ । ୨୦୨୦ରୁ ସିନେମାର ଶୁଟିଂ ଆରମ୍ଭ ହେବାକୁ ଥିବା ଏହି ଚଳଚ୍ଚିତ୍ରଟି…

ଆରମ୍ଭ ହେଲା ‘ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ’

ଭୁବନେଶ୍ୱର: ଉତ୍ତରପ୍ରଦେଶ ମେଡ଼ିକାଲ କଲେଜ ଓ ଓଡ଼ିଶାର ବୁର୍ଲାସ୍ଥିତ ଠଝଝଟଞ ରେ ନବାଗତ ଛାତ୍ରମାନଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଓ ବର୍ବରୋଚିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶାରେ 'ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ' ସଙ୍ଗଠନ ଏହାର ଦୃଢ଼ ପ୍ରତିବାଦ…

ଡ଼ାକ୍ତରଖାନା ତିନିମହଲାରୁ ଡ଼େଇଁଲେ ରୋଗୀ, ତଳେ ପଡ଼ି ଗୁରୁତର ଆହତ

କଟକ: ଆତ୍ମହତ୍ୟା କରିବା ପାଇଁ ଏକ ଘରୋଇ ହସ୍ପିଟାଲର ତୃତୀୟ ମହଲାରୁ ଡେଇଁଥିବା ଜଣେ ବ୍ୟକ୍ତି ସୌଭାଗ୍ୟ ବଶତଃ ବଞ୍ଚି ଯାଇଛନ୍ତି । ବ୍ୟକ୍ତିଜଣଙ୍କର ନାମ ଚନ୍ଦ୍ର ନାୟକ(୩୦)ଏବଂ ତାଙ୍କ ଘର ସୁନ୍ଦରଗଡ଼ ବୋଲି ଜଣାପଡ଼ିଛି । ସୂଚନା ମୁତାବକ କିଡନୀ ନଷ୍ଟ ହୋଇଯାଇଥିବାରୁ କିଛି ଦିନ ତଳେ…

ରାଜଧାନୀରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଅଟୋ ଡ୍ରାଇଭର ଗୁରୁତର

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ରବିବାର ଦିନ ଏକ ଅଟୋ ମଧ୍ୟରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଗୁଁ ଡ୍ରାଇଭର୍ ଗୁରୁତର ଆହତ ହୋଇଛନ୍ତି । ଏହି ବୋମା ବିସ୍ଫୋରଣ ରବିବାର ସନ୍ଧ୍ୟା ୮ଟା ସମୟରେ ଘଟିଥିବାର ସୂଚନା ମିଳିଛି । ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଥିବା ଅଟୋ ଡ୍ରାଇଭର୍…

ସ୍ପାଇସି ମଟନ କଷା

ପ୍ରସ୍ତୁତ କରନ୍ତୁ ସ୍ପାଇସି ମଟନ କଷା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ମଟନ – ୫୦୦ ଗ୍ରାମ ଗୋଟା ମସଲା ଗୁଜୁରାତି – ୩ଟି ଡ଼ାଲଚିନି – ୨ଟି ଲବଙ୍ଗ – ୩ଟି ତେଜପତ୍ର – ୨ଟି ଜାଇତ୍ରି – ୧ଟି ହଳଦୀ ଗୁଣ୍ଡ – ୧ ଚାମଚ ଲଙ୍କା ଗୁଣ୍ଡ – ୧…

ଗାୟକ ମହାରଥୀ ହରିବଲ୍ଲଭ ଦାଶ

ଭୁବନେଶ୍ୱର: ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହରିବଲ୍ଲଭ ଦାଶ । ବିଶେଷ କରି ପାଲାରେ ଇଂରାଜୀ ସାହିତ୍ୟର ପ୍ରବେଶ କରାଇ ସେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି, ପାଲାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ…

ଘରେ ରଖନ୍ତୁ ନାହିଁ ପ୍ଲାଷ୍ଟିକ ଫୁଲ, ଆସିପାରେ ଏହି ସବୁ ସଙ୍କଟ

ଭୁବନେଶ୍ୱର: ଘର ସଜାଇବା ପାଇଁ ପ୍ଲାଷ୍ଟିକ ଫୁଲ ବା ଗଛ ରଖିଥିଲେ ହୋଇଯାଆନ୍ତୁ ସାବଧାନ । ଏହିସବୁ ରଖିବା ଦ୍ୱାରା ଘରର ସୌନ୍ଦର୍ଯ୍ୟ ତ ବୃଦ୍ଧି ହୋଇଥାଏ କିନ୍ତୁ ଘର ଉପରକୁ ଘନେଇ ଆସିଥାଏ ବିପଦ । ଜାଣନ୍ତୁ ବାସ୍ତୁଶାସ୍ତ୍ର ଆନୁସାରେ ଘରେ ପ୍ଲାଷ୍ଟିକ ଫୁଲ କିମ୍ବା ଗଛ ରଖିବାକୁ କାହିଁକି…

ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଗଣ୍ଡାହାତୀ ଜଳପ୍ରପାତ

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଏଠାରେ ଭରି ରାହିଛି ଅନେକ ପ୍ରାକୃତିକ ସ୍ଥାନ । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କଳା କରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଗଜପତି ଜିଲ୍ଲା ରାୟଗଡା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ସୌନ୍ଦର୍ଯ୍ୟ ଓ…