ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ପୁରୀ: ପୁରୀ ଜିଲ୍ଲାସ୍ଥିତ ନବକଳେବର ରୋଡ୍ ଅନ୍ତର୍ଗତ ଆଶ୍ରମ ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।
ଆହତ ଅପରାଧୀ ଜଣକ ଦିବାନା ବେହେରା ବୋଲି ଜଣାପଡିଛି ।
ତା’ ଠାରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଏବଂ କିଛି…