ଦେବ୍ରୀଗଡ ଜଙ୍ଗଲରୁ ମିଳିଥିବା ଗଳିତ ଜୀବ ଏକ କଲରାପତରିଆ ବାଘ- ବନବିଭାଗ
ଭୁବନେଶ୍ୱର : ବରଗଡ ଜିଲ୍ଲାସ୍ଥିତ ଦେବ୍ରୀଗଡ ଅଭୟାରଣ୍ୟରେ ଗତକାଲି ଜବତ ହୋଇଥିବା ମୃତ ଜୀବ ମହାବଳ ବାଘ ନୁହେଁ ତାହା ଗୋଟିଏ କଲରାପତରିଆ ବାଘ ବୋଲି ଆଜି ସଫେଇ ଦେଇଛି ବନବିଭାଗ ।
ଦେବ୍ରୀଗଡ ଅଭୟାରଣ୍ୟରୁ ଫେରିବା ପରେ ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ପିସିସିଏଫ ସନ୍ଦୀପ ତ୍ରିପାଠୀ…