Latest Odisha News

BREAKING NEWS

ସପ୍ତାହକ ପରେ ପୁଣି ଲେଉଟିବ ତାତି !

ଭୁବନେଶ୍ୱର: ଓଡ଼ିଶାରେ ଗତ ୪୮ ଘଣ୍ଟା ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟି ତାପମାତ୍ରା ଯଥେଷ୍ଟ ଭାବେ ହ୍ରାସ ପାଇଛି । ମାତ୍ର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ଯେ, ଗୋଟିଏ ସପ୍ତାହ ପରେ ତାପମାତ୍ରା ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ଭାଷଣ ଦେଉଥିଲା ବେଳେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା, ଭାଇରାଲ୍ ହେଲା ଭିଡ଼ିଓ…

ଗାନ୍ଧୀନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଶୁକ୍ରବାର ଦିନ ଏକ ସଭାରେ ଭାଷଣ ଦେଉଥିଲା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ । ଏହି ଦୃଶ୍ୟର ଭିଡ଼ିଓ କ୍ଲିପ୍ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । #WATCH Congress leader Hardik Patel slapped during a…

ଉପକୂଳ ରାଜପଥ ନିର୍ମାଣ ପ୍ରକଳ୍ପ ନେଇ କେନ୍ଦ୍ରକୁ ବର୍ଷିଲେ ନବୀନ

ବାଣପୁର: ଓଡ଼ିଶାରେ ଉପକୂଳ ରାଜପଥ ନିର୍ମାଣ ନେଇ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି । ଉପକୂଳ ରାଜପଥ ନିର୍ମାଣ ସମ୍ପର୍କରେ ନବୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, କେନ୍ଦ୍ର ଚାହୁଁଛି ଲକ୍ଷ ଲକ୍ଷ ଲୋକଙ୍କ ପୁରୁଣା ଘରକୁ…

ସଚ୍ଚା କବି ଏକାଧାରରେ ପ୍ରେମିକ ପୁଣି ବିଦ୍ରୋହୀ ଏବଂ ସର୍ବୋପରି ସନ୍ୟାସୀ ହେବାକୁ ବାଧ୍ୟ : ପ୍ରଦୀପ ବିଶ୍ୱାଳ

ସମକାଳୀନ ଓଡ଼ିଆ କବିତାରେ କବି ପ୍ରଦୀପ ବିଶ୍ୱାଳ ଅନ୍ୟତମ ପ୍ରବୀଣ ଶିଳ୍ପୀ । ମୁକ୍ତ କଥନଭଙ୍ଗୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସଂବେଦନା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ କାବ୍ୟଗୁଣ । ‘ଧୂସର ଧ୍ରୁପଦୀ’, ‘ଭୂମିସ୍ପର୍ଶ’, ‘ଶେଷଲୋକ’, ‘ପ୍ରେମ କବିତା’ ଆଦି ଅନେକ କବିତା ସଂକଳନର…

ଝାରପଡା ଜେଲକୁ କାହିଁକି ଆସିଲେ ଗ୍ୟାଙ୍ଗଷ୍ଟର ଟିଟୋ; ଜାଣନ୍ତୁ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନଜରରେ ରଖି ଗ୍ୟାଙ୍ଗଷ୍ଟର ଟିଟୋକୁ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲକୁ ସ୍ଥାନନ୍ତରିତ କରାଯାଇଛି । ଟିଟୋକୁ ଶୁକ୍ରବାର ଦିନ କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ଗଣମାଧ୍ୟମକୁ ସୂଚନା…

ଜୀବନକୁ ହୀନିମାନ କରନା

ଜୀବନକୁ ହୀନିମାନ କରନା ମନୋଜ ମେହେର ନିଜକୁ ଏତେ ଛି’ ଛାକର କରନା ଭାଇ ଜୀବନକୁ ବି ଧିକ୍କାର କରି ତା’ର ଅପମାନ କରନା। କାହିଁକି ନିଜ ପ୍ରତି, ଜୀବନ ପ୍ରତି ଏତେ ବିଦ୍ରୂପ ? ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ହୋଇଗଲ ବୋଲି କ’ଣ ତମେ ହୋଇଗଲ ହାରାମ୍‌ଜାଦା !! ଯେମିତି ଚାହିଁବ ଲଙ୍ଗଳା…

ଓଡ଼ିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୭୨ % : ସିଇଓ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିିଇଓ) ସୁରେନ୍ଦ୍ର କୁମାର ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭା ଲାଗି ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଚୂଡ଼ାନ୍ତ ଭୋଟଗ୍ରହଣ ୭୨ ପ୍ରତିଶତ ରହିଛି । ମୁଖ୍ୟ…

ଡ଼ଙ୍ଗା ପାରି ହୋଇ ଭୋଟ ଦେଲେ କାମସିଙ୍ଗର ୩୩ ଭୋଟର୍

ସିଲଂ: ଏପ୍ରିଲ୍ ୧୧ ତାରିଖରେ ଭାରତର ଉତ୍ତର-ପୂର୍ବାଞ୍ଚଳର ୨ଟି ନିର୍ବାଚନ ମଣ୍ଡଳୀରେ ୧୦୦ % ମତଦାନ ହୋଇଥିବା ଖବରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା । ଅରୁଣାଚଳ ପ୍ରଦେଶର ଦୁର୍ଗମ ମାଲୋଗାମ ନିର୍ବାଚନ ମଣ୍ଡଳୀ ଏବଂ ହେୟୁଲିୟାଂ ବିଧାନସଭା ଆସନରେ ଏହି ଶତ ପ୍ରତିଶତ ଭୋଟଦାନ ଅନୁଷ୍ଠିତ ହେବା…

ଗଜଲ୍‍: ସବୁ କଥା

ଗଜଲ୍‍: ସବୁ କଥା ନିଖିଳେଶ ମିଶ୍ର ତମେ କି ଭାବୁଚ ନିଦ ହେଇଗଲେ ସରିଯିବ ସବୁ କଥା? ନ କହିଲେ ଆଉ, ନ ଶୁଣିଲେ ଆଉ, ଲିଭିଯିବ ସବୁ କଥା? ଜାଳିଦେଇପାର ଚିଠି ଯେତେ ମୋର ଭୁଲିଯାଇପାର ମତେ, ତଥାପି କିଏ ତ କାନ ପାଖେ ତମ କହୁଥିବ ସବୁ କଥା ଫେରୁଥିବ ଯେବେ ଅଧରାତି ତମେ ନିଜକୁ କବର…

କୋରାପୁଟ-ରାୟଗଡ଼ା ଲାଇନରେ ରେଳ ଚଳାଚଳ ବ୍ୟାହତ

ରାୟଗଡ଼ା: କୋରାପୁଟ ଓ ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ସିକରପାଇ ଷ୍ଟେସନ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଟନେଲ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରେନ ଅଟକି ରହିଥିବା ଯୋଗୁଁ ରେଳ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ତେବେ ଏହି ମାଲବାହୀ ଟ୍ରେନଟିର ଇଞ୍ଜିନ…