ରାଶି ଅନୁସାରେ ବାନ୍ଧନ୍ତୁ ଭାଇଙ୍କୁ ରାକ୍ଷୀ
ଆସନ୍ତା କାଲି ରାକ୍ଷୀପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଦିନ । ଭାଇ ହାତରେ ଭଉଣୀ ବାନ୍ଧିବ ସେନେହର ଡୋର । ନିଜ ଭାଇର ଶୁଭ ମନାସୀ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାଇଙ୍କ ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ । ଜାଣନ୍ତୁ କେଉଁ ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କ ରାଶି ପାଇଁ ଶୁଭ ହେବ ।
ମେଷ: ଏହି…