Latest Odisha News

BREAKING NEWS

ଆଶ୍ଚର୍ଯ୍ୟ ହେଲେ ବି ସତ, ଜ୍ଵର ଭଲକରିବା ଲାଗି ମହିଳାଙ୍କୁ କାମୁଡ଼ିଲେ ଗୁଣିଆ !

ମାଲକାନଗିରି: ରାଜ୍ୟରେ ଅନେକ ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଆଜିବି ଅନ୍ଧବିଶ୍ୱାସ ମଧ୍ୟମରେ ଚିକିତ୍ସା ଜାରି ରହିଛି । ଏଭଳି ଏକ ଘଟଣାଟି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତେଲରାଇ ପଞ୍ଚାୟତର ଉମରଗୁଣ୍ଡା ଗ୍ରାମରେ । ମିଳିଥିବା ସୂଚନା…

ଏବେ ସ୍କୁଲରେ ଇଂରାଜୀ, ବିଜ୍ଞାନ ଓ ଗଣିତରେ ବଢିବ ପାଠପଢା ଅବଧି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଇଂରାଜୀ, ବିଜ୍ଞାନ ଓ ଗଣିତ ବିଷୟରେ କମ୍ ମାର୍କ ରଖୁଥିବାରୁ ଏଣିକି ଏହି ସବୁ ବିଷୟକୁ ଅଧିକ ସମୟ ପଢାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ…

ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ବିତ୍ପାତ: ୨୪ ଘଣ୍ଟାରେ ୮ ଜୀବନହାନୀ

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ କ୍ରମାଗତ ବର୍ଷା ଲାଗିରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର୍ (ଏସଆରସି) ବିଷ୍ଣୁପଦ ସେଠୀ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ପେଟଫୁଲ୍ଲା…

ବଲିଉଡର ମୋଷ୍ଟ ହମ୍ବଲ୍ ଆକ୍ଟ୍ରେସ୍ କିଏ ଜାଣନ୍ତୁ…

ମୁମ୍ବାଇ: ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କମ୍ ବୟସରୁ ହିଁ ବଡ଼ ସଫଳତା ହାସଲ କରିପାରିଛନ୍ତି । ସାଦଗୀ ଆଉ ସଫଳତାର କଥା କହିଲେ ସମସ୍ତଙ୍କ ମନରେ ବଲିଉଡର ଛୋଟେ ନବାବ ସୈଫଅଲ୍ଲୀ ଖାନଙ୍କ ଝିଅ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଚେହେରା ନଜରକୁ ଆସିଥାଏ । ଅତି ସାଧାରଣ…

ଦିନକୁ ଦିନ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ମଙ୍ଗଳବାର ଦିନ ହୀରାକୁଦ ଡ୍ୟାମର ଜଳସ୍ତର ସକାଳ ୯ଟା ସୁଦ୍ଧା ୬୧୫.୫୪ ଫୁଟକୁ ବୃଦ୍ଧି ପାଇଛି । ମିଳିଥିବା ସୂଚନାନୁଯାୟୀ ଏହି ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୮୦,୪୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ…

ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି, ବିମାନରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନାଗପୁର: ନାଗପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ କୌଣସି ପ୍ରକାରର ତ୍ରୁଟି ଦେଖାଯିବା କାରଣରୁ ମଙ୍ଗଳବାର ସକାଳେ ଏହାକୁ ନାଗପୁର ବିମାନ ବନ୍ଦରରେ ଅବତୀର୍ଣ୍ଣ କରାଯାଇଛି । ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ରହିଥିଲେ। ଜାତୀୟ ଗଣମାଧ୍ୟମ…

ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ରେଳସେବା ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ରେଳସେବା ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ପ୍ରବଳ ବର୍ଷା ଫଳରେ ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ଜଳ ପ୍ରବାହିତ ହେଉଛି । ଯାହାଦ୍ୱାରା ସମ୍ବଲପୁର-ଦେଓଗାଁ,…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୪ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ନୂଆପଡା, ବଲାଙ୍ଗିର, ବୋଦ୍ଧ, ସୋନପୁର,କନ୍ଧମାଳ,…

ଆଗାମୀ ୨ଦିନ ପ୍ରବଳ ବର୍ଷା, ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କୁ ସରକାରଙ୍କ ଆଲର୍ଟ ଜାରି

ଭୁବନେଶ୍ୱର: ପାଣିପାଗ ବିଭାଗର ସତର୍କ ସୂଚନାନୁଯାୟୀ ଅଗାମୀ ଦୁଇଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାଫଳରେ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ଯୋଗୁଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ସୋମବାର ଦିନ ସତର୍କ ରହିବାକୁ…

ଓଡ଼ିଶାର ସୁବ୍ରତ ଦାସଙ୍କ ସମେତ ୨୦ଜଣଙ୍କୁ ‘ଜାତୀୟ ଯୁବ ପୁରସ୍କାର’

ନୂଆଦିଲ୍ଲୀ: ଓଡିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏବଂ ୩ଟି ସଙ୍ଗଠନକୁ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଆଦି ବିକାଶ ଓ ସମାଜ ସେବାର ବିଭିନ୍ନ କ୍ଷେତ୍ରରେ…