ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ପାଳିବେନି ଜନ୍ମଦିନ
ଭୁବନେଶ୍ୱର: ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିବସ । ରାଜ୍ୟ ଭୟଙ୍କର ତିତଲି ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କର ଜନ୍ମଦିନ ପାଳନ ନକରିବାକୁ ସୋମବାର ଦିନ ସୂଚନା ଦେଇଛନ୍ତି ।
ରାଜ୍ୟବାସୀଙ୍କୁ ଶାରଦୀୟ…