Latest Odisha News

BREAKING NEWS

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କ ଦେହାନ୍ତ

କଟକ: ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କର ଶନିବାର ଦିନ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ନେଇ ତାଙ୍କ…

ରାଜ୍ୟସଭା: ନିରାଶ ହେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର: ଅଶାୟୀ ପ୍ରାର୍ଥୀ ହେଲେ ନିରାଶ । ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭାକୁ ଯିବା ପାଇଁ ମନବଳାଇ ବସିଥିବା ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନିରାଶ ହେବାକୁ ପଡିଛି । ରାଜ୍ୟସଭା ରେସ୍‌ରୁ ତାଙ୍କୁ ବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯…

ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବ ଓଡିଆ ଫିଲ୍ମଫେୟାର ପୁରସ୍କାର -୨୦୧୯

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ ୧୦ମ ରୁଚି ଓଡିଆ ଫିଲ୍ମଫେୟାର ପୁରସ୍କାର -୨୦୧୯ । ଏହି ଅବସରରେ ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାସଙ୍କୁ ଓଡିଆ ସିନେମାରେ ନିଜର ଅବଦାନ ପାଇଁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ ।…

ପଂଜାବକୁ ବ୍ୟାପିଲା କରୋନା, ଅମୃତସରରେ ୨ ପଜିଟିଭ

ଅମୃତସର: ଦିଲ୍ଲୀ ପରେ ପଂଜାବକୁ ବ୍ୟାପିଲା ମାରାତ୍ମକ ଭୂତାଣୁ କରୋନା । ଶନିବାର ପଂଜାବର ମୃତସରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏହାପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଉଭୟଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି ।…

ରାଜଦ୍ରୋହ ଅଭିଯୋଗରେ ୩ ଯୁବରାଜ ଅଟକ

ରିୟାଦ୍‌: ସାଉଦି ଆରବ ରାଜା ମେହମ୍ମଦ ବିନ ସଲମାନ (ଏମବିଏସ)ଙ୍କ ନିର୍ଦ୍ଦେଶକ୍ର ରାଜଦ୍ରୋହ ଅଭିଯୋଗରେ ସାଉଦି କର୍ତ୍ତୃପକ୍ଷମାନେ ଦୁଇ ଜଣ ବରିଷ୍ଠ ଯୁବରାଜ ସମେତ ରାଜପରିବାରର ତିନିଜଣ ସଦସ୍ୟଙ୍କୁ ଅଟକ ରଖିଛନ୍ତି। ଆମେରିକା ଗଣମାଧ୍ୟମରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରାଜ ପରିବାରର…

କରୋନାକୁ ନେଇ ହେଉଥିବା ଗୁଜବରୁ ଦୂରେଇ ରୁହନ୍ତୁ: ମୋଦୀ

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭୂତାଣୁ । ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁକୁ ନେଇ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ଯେମିତି ବ୍ୟାପୁଛି ଠିକ୍‌, ସେମିତି ଏହାକୁ ନେଇ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଆରଏସ୍‌

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକୁଲା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଲାଞ୍ଚ ନେବା ଅଭିଯୋଗରେ ଶନିବାର ଦିନ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛି । ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ଛବି ନାରାୟଣ ପଣ୍ଡା । ପ୍ରାପ୍ତ ସୂଚନାନୁଯାୟୀ…

କିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ବୋଲିଲେ ଗୀତଗୋବିନ୍ଦ, ଜାଣନ୍ତୁ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ କାବ୍ୟ ହେଉଛି ଗୀତଗୋବିନ୍ଦ । ଗୀତଗୋବିନ୍ଦ ଯେଉଁଠି ଗାୟନ ହୋଇଥାଏ ସେଠାକୁ ଯାଇ ମହାପ୍ରଭୁ ନିଜେ ଶୁଣିବାକୁ ଭଲ ପାଆନ୍ତି ବୋଲି କଥିତ ରହିଛି । ଶ୍ରୀଜଗନ୍ନାଥ ଓ ଗୀତଗୋବିନ୍ଦକୁ ନେଇ ଆଧ୍ୟାତ୍ମିକ ଅନୁଭୂତିରେ ଭରା ଅନେକ କିମ୍ବଦନ୍ତୀ ରହିଛି ।…

କରୋନା ଭାଇରସ ଭୟ; ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: କରୋନା ଭାଇରସ ବିରୋଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଶନିବାର ଘୋଷଣା କରିଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ…

କରୋନା ଭୟ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବାବୁଙ୍କୁ ବିଦେଶ ଗସ୍ତ ମନା

ଭୁବନେଶ୍ୱର: କରୋନା ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗିଛି । ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରୋନା ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ…