୩ୟ ପର୍ଯ୍ୟାୟ ନିର୍ବାଚନ: ଇଭିଏମ୍ ସହ ଭୋଟଦାନ କେନ୍ଦ୍ରକୁ ଗଲେ ପୋଲିଂ ପାର୍ଟି
ଭୁବନେଶ୍ୱର : ଓଡିଶାରେ ମଙ୍ଗଳବାର ଦିନ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଇଭିଏମ୍, ଭିଭିପିଏଟି ନେଇ ପୋଲିଂ ପାର୍ଟିମାନେ ନିଜ ନିଜର ବୁଥ୍ ଅଭିମୁଖେ ଗସ୍ତ କରିଛନ୍ତି।
ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବିଧାନସଭା କ୍ଷେତ୍ର ଲାଗି ଇଭିଏମ୍, ଭିଭିପିଏଟି…