କାଲି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍
ନୂଆଦିଲ୍ଲୀ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ସୂଚନା ଅନୁଯାୟୀ ପୁଟିନ୍ ଅକ୍ଟୋବର ୪ ଓ ୫ ତାରିଖ ଏହି ଦୁଇ ଦିନିଆ ଗସ୍ତରେ ଆସି ଭାରତ-ରୁଷ ମଧ୍ୟରେ ହେବାକୁ ଥିବା ୧୯ତମ ଶିଖର ସମ୍ମିଳନୀରେ ଯୋଗଦେବୋ ରୁଷ ରାଷ୍ଟ୍ରପତି ପୁଟିନ୍ ।
ଅନ୍ୟପକ୍ଷରେ…