‘ଫିଲ୍ ମାଇଁ ଦିଲ୍’ରେ ଦୁଇଜଣ ନାୟିକା
‘ଫିଲ୍ ମାଇଁ ଦିଲ୍’ରେ ଦୁଇ ନାୟିକା
ଓଲିଉଡର ଆଗଧାଡ଼ି ନାୟକଙ୍କ ତାଲିକାରେ ଏବେ ସମ୍ବିତ୍ ସାମିଲ୍ ହୋଇଛନ୍ତି । ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି ନାୟକଙ୍କ ହାତରେ ଏବେ ରହିଛି ବେଶ୍ କିଛି ସିନେମା । ‘ଫିଲ୍ ମାଇଁ ଦିଲ୍’ରେ ସେ ନଜର ଆସୁଛନ୍ତି ।
‘ଫିଲ୍ ମାଇଁ…