ସୁଲତାନ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ
ନୂଆଦିଲ୍ଲୀ: କରୋନା ଭାଇରସ ଆତଙ୍କ ଯୋଗୁ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ ହୋଇଯାଇଛି । ଏହାର ଆୟୋଜକ ମାଲେସିଆ ସୋମବାର ଏହି ଘୋଷଣା କରିଛି । ସେପ୍ଟେମ୍ବରରେ ଏହା ପୁନଃ ଆୟୋଜିତ ହେବ । ସେହିପରି କତାର ମଟୋର ଗ୍ରାଁପ୍ରି ମଧ୍ୟ ରଦ୍ଧ କରାଯାଇଛି ।
କରୋନା ଭାଇରସ ଆତଙ୍କ ଯୋଗୁ…