Latest Odisha News

BREAKING NEWS

ଚିକେନ ମନଚୁରିଆନ୍‌

ଘରେ ତିଆରି କରନ୍ତୁ ଚିକେନ୍ ମନଚୁରିଆନ୍‌ । ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ ଆବଶ୍ୟକୀୟ ସାମଗ୍ରୀ: ୧ କିଲୋ ବୋନଲେସ ଚିକେନ, ୧ ବଡ ଚାମଚ ରସୁଣ ପେଷ୍ଟ, ୫-୬ଟି ଲାଲ ଲଙ୍କା, ୧ ଛୋଟ ଚାମଚ କଳାମରୀଚ ପାଉଡର, ୨ ବଡ ଚାମଚ ଟମାଟୋ କ୍ୟାଚଅପ୍‌, ୪ ବଡ ଚାମଚ କର୍ଣ୍ଣଫ୍ଲୋର ପେଷ୍ଟ, ୧ କପ୍‌…

ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ଦଳର ଆଉ ଜଣେ ସଦସ୍ୟ ଅମର ପଟ୍ଟନାୟକଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ସାଧାରଣ ସମ୍ପାଦକ ଭାବେ…

ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଅଶ୍ୱିନୀ ମିଶ୍ର

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଦିନ ବରିଷ୍ଠ ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଅଶ୍ୱିନୀ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅଶୋକ ନାୟକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର…

ମେଡିକାଲ ଅଫିସରଙ୍କ ବିରୋଧରେ ଆଶା କର୍ମୀଙ୍କ ଯୌନ ନିର୍ଯାତନା ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଜଣେ ମେଡିକାଲ ଅଫିସର ଆଶା କର୍ମୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ କେଗାଁ ଥାନାରେ ସମ୍ପୃକ୍ତ ମେଡିକାଲ ଅଫିସରଙ୍କ ନାମରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ବୋର୍ଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ…

ମନସୁନରେ ବୁଲି ଯାଆନ୍ତୁ ‘ମାଉଣ୍ଟ ଆବୁ’

ଭୁବନେଶ୍ୱର: ମନସୁନରେ ବୁଲିଯିବାର ପ୍ଲାନ୍ କରୁଛନ୍ତି କି ? ଯଦି ହଁ, ତା’ ହେଲେ ଆଉ ଡେରି ନ କରି ଯାଅନ୍ତୁ ‘ମାଉଣ୍ଟ ଆବୁ' । ବର୍ଷା ଦିନେ ହିଲ୍ ଷ୍ଟେଶନ ବୁଲିଯିବାର ମଜା ହିଁ କିଛି ଖାସ୍ ହୋଇଥାଏ। ପାହାଡ଼ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିଲେ, ଏହା ଏକ ନିଆରା ଅନୁଭବ ପ୍ରଦାନ କରିଥାଏ।…

ହଂସପାଳରେ ‘ଫ୍ଲାଏ ଓଭର’ ନିର୍ମାଣ ଲାଗି ଗଡ଼କରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ତଥା ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ୍ୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି । ଏହି ଅବସରରେ ଅପରାଜିତା ବାରମ୍ବାର ହଂସପାଳ ପରି ଆକ୍ସିଡ଼େଣ୍ଟ୍ ଜୋନ ଲାଗି ଏକ ଫ୍ଲାଏ…

ଭିଡିଓ ଜରିଆରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ କଳାକାର

ଆଜି କାରଗିଲ ବିଜୟ ଦିବସ । ୨୦ ବର୍ଷ ତଳେ ଆଜିର ଦିନରେ ବେଇମାନ ପାକିସ୍ତାନକୁ ଧୂଳି ଚଟାଇ ଇତିହାସର ପୃଷ୍ଠାରେ ନିଜ ବିରତ୍ୱର ଗାରୀମାକୁ ଉଲ୍ଲେଖ କରିଥିଲେ ଭାରତର ବୀର ଯବାନ ମାନେ । ସେହି ବୀରଙ୍କର ବିରତ୍ୱକୁ ମନେପକାଇ ସାରା ଭାରତ ଆଜି ପାଳନ କରୁଛି ବିଜୟ ଦିବସ ।ଏଥରୁ ବାଦ୍ ପଡି…

ତାଳଚେର କୋଇଲାଖଣି ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ଭରତପୁର କୋଇଲାଖଣିରେ ମାଟି ଅତଡ଼ା ଧସି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଦିନ ଏନଡ଼ିଆରଏଫ ଓ…

ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦିୟୁରାପ୍ପା

ବେଙ୍ଗାଲୁରୁ: କିଛିଦିନ ଧରି କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟର ପରିସମାପ୍ତି ହେବାକୁ ଯାଉଛି, ବରିଷ୍ଠ ବିଜେପି ନେତା ବି ଏସ ୟେଦିୟୁରାପ୍ପା ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଗଣମାଧ୍ୟମର ସୂଚନା…

ଓଲିଉଡକୁ ପୁଣି କମବ୍ୟାକ୍ କରୁଛନ୍ତି ପପୁ ପମପମ୍

ଭୁବନେଶ୍ୱର: ଖୁବଶୀଘ୍ର ପରଦାକୁ କମବ୍ୟାକ୍ କରିବାକୁ ଯାଉଛନ୍ତି ଓଲିଉଡ କମେଡି କିଙ୍ଗ୍ ତଥା ହାସ୍ୟାଭିନେତା ପପୁ ପମପମ୍ । ଅନେକ ଦିନର ବ୍ୟବଧାନ ପରେ ପପୁ ‘ମିଷ୍ଟର କହ୍ନେୟା’ ଫିଲ୍ମ ଜରିଆରେ ପୁଣିଥରେ ରୂପେଲି ପରଦାରେ ଅଭିନୟ କରିବାକୁ ଯାଉଛନ୍ତି । ସୀତାରାମ ଅଗ୍ରୱାଲ୍ ଓ ନମିତା…