ବାହୁବଳୀଙ୍କ କ୍ରେଜ: ରିଲିଜ ହେବାକ୍ଷଣି ସୋସିଆଲ ମିଡିଆରେ ଛାଇଗଲା ‘ସାହୋ’ର ପୋଷ୍ଟର
ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ର ନୂଆ ପୋଷ୍ଟର ରିଲିଜ ହେଉହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ସିନେମାରେ ପ୍ରଭାସଙ୍କ ବିପକ୍ଷରେ ଶ୍ରଦ୍ଧା କପୂର ନଜର ଆସିବେ । ପ୍ରଭାସ ଓ ଶ୍ରଦ୍ଧା ଥିବା ପୋଷ୍ଟରକୁ ତରୁଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ…