ଏସିଆ କପ କ୍ରିକେଟ: ଆଜି ଭାରତ-ହଂକଂ ମ୍ୟାଚ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ
ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ମ୍ୟାଚ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ମାନଙ୍କ ପାଇଁ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଦକ୍ଷତା ପରଖିବାକୁ ପାଇଁ ଏକ ବଡ ସୁଯୋଗ ।
ଅନ୍ୟପକ୍ଷରେ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍ ବୁଧବାର ଦିନ…