Latest Odisha News

BREAKING NEWS

ପରାଜୟର ଦ୍ୱାରରେ ବିଜୟ, ୧୧ ରାଉଣ୍ଡ ସୁଦ୍ଧା ୧୪,୭୨୭ ଖଣ୍ଡ ଭୋଟରେ ବିଜେଡ଼ି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଭୋଟଗଣତି ବୁଧବାର ଦିନ ସକାଳ ୮ଟା ବେଳେ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୧ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ୧୧ ରାଉଣ୍ଡ ଶେଷ ସୁଦ୍ଧା ଭୋଟ୍ ଗଣତି: ସାବିତ୍ରୀ ଅଗ୍ରୱାଲ – ବିଜେଡ଼ି – ୬୩,୭୮୭ ଖଣ୍ଡ ଭୋଟ୍ ବିଜୟ ମହାପାତ୍ର –…

ପାଟକୁରା ଭୋଟଗଣତି: ୯ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍ ଗଣତି ଜାରି ରହିଥିବା ବେଳେ ୯ମ ରାଉଣ୍ଡ ସୁଦ୍ଧା ବିଜେଡି ପାଖାପାଖି ୧୪,୯୫୮ ଭୋଟରେ ଆଗୁଆ ରହିଛି । ଏହି ଆସନ ନିକଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ…

ତାଳଚେର କୋଇଲା ଖଣିରେ ଦୁର୍ଘଟଣା, ୧୦ରୁ ଅଧିକ ଶ୍ରମିକ ଆହତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ମାଟି ଅତଡ଼ା ଖସିଯିବା ଫଳରେ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ବିଳମ୍ବିତ ରାତିରେ କୋଇଲା ଖୋଲା କାମ ଚାଲିଥିବା ବେଳେ କୌଣସି କାରଣବଶତଃ ମାଟି ଅତଡ଼ା ଖସିଯାଇଥିଲା । ଫଳରେ ତଳେ କାମ…

ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ଗିରଫ ହେଲେ ୫ ଅଭିଯୁକ୍ତ

ରାଉରକେଲା: ରାଉରକେଲାର ହାରପାଲି ବସ୍ତି ନିକଟରେ ଜଣେ ନାବାଳିକାକୁ କେହି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ଘଟଣାରେ ବୀରମିତ୍ରପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ୨ ଜଣ ଗିରଫ ହୋଇଥିବା ବେଳେ ଏବେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ ହୋଇଥିବା ନେଇ ସୁତ୍ରରୁ…

କାହା ମୁଣ୍ଡରେ ପାଟକୁରା କଳସ ? ବିଜେପି-ବିଜେଡ଼ି ନା କଂଗ୍ରେସ !

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ଆସନର ଫଳାଫଳ ଘୋଷଣା ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି । ରାଜ୍ୟ ରାଜନୀତିର ଜଣେ ଧୂରିଣ ରାଜନେତା ହେଲେ ବିଜୟ ମହାପାତ୍ର, ଏହି ବରିଷ୍ଠ ବିଜେପି ନେତାଙ୍କର ଭାଗ୍ୟ ପରୀକ୍ଷାର ଫଳାଫଳ ଘୋଷିତ ହେବ । ସେପଟେ ଶାସକ ଦଳର ପ୍ରାର୍ଥୀ ସାବିତ୍ରୀ…

ପାଟକୁରା ନିର୍ବାଚନ: ଆଜି ଜଣାପଡ଼ିବ ଫଳାଫଳ, ସକାଳ ୮ଟାରୁ ଭୋଟଗଣତି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନର ଭୋଟଗଣତି ବୁଧବାର ଦିନ ହେବାକୁ ଥିବାବେଳେ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଭୋଟଗଣତି କେନ୍ଦ୍ରାପଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟରେ ଆଜି ବୁଧବାର ସକାଳ ୮ଟା ବେଳେ ଅନୁଷ୍ଠିତ ହେବବୋଲି…

କର୍ଣ୍ଣାଟକରେ ଭାଙ୍ଗିଲା ସରକାର, ଇସ୍ତଫା ଦେଲେ କୁମାରସ୍ୱାମୀ

କର୍ଣ୍ଣାଟକ: କର୍ଣ୍ଣାଟକରେ ଅନେକ ଦିନ ଧରି ଜାରି ରହିଥିବା ରାଜନୈତିକ ନାଟକରେ ମଙ୍ଗଳବାର ଦିନ ଯବନିକା ପଡିଛି । ଗତ ଗୁରୁବାରରୁ ଅନିଶ୍ଚିତତା ଭିତରରେ ଥିବା କୁମାରସ୍ୱାମୀଙ୍କ ସରକାର ଶକ୍ତି ପରୀକ୍ଷାରେ ଏକ ପ୍ରକାରର ବିଫଳ ହୋଇଛି । ସୂଚନା ଅନୁଯାୟୀ ଆଜି ବିଧାନସଭାରେ ହୋଇଥିବା ଆସ୍ଥା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୪-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୪ ରିଖ ମଙ୍ଗଳବାର କର୍କଟ ୦୮ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ…

ଅନୁଗୁଳରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳରେ ଗତ ଶନିବାର ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଅମଲାପଡାର ଶିବୁ ପଟନାୟକକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗଣମାଧ୍ଯମକୁ ସୂଚନା ଦେଇ ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି,…

‘ଇସ୍ରୋ’କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲା ‘ନାସା’

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) କୁ ଶୁଭେଚ୍ଛା ଜଣାଇଛି ବିଶ୍ୱର ସର୍ବବୃହତ୍ତ ସ୍ପେସ ଏଜେନ୍ସି 'ନାସା' । 'ଇସ୍ରୋ' ଦ୍ୱାରା ସୋମବାର ଦିନ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପରେ 'ନାସା' ଟ୍ୱିଟ କରି 'ଇସ୍ରୋ'କୁ ଶୁଭେଚ୍ଛା ଜଣାଇଛି । 'ନାସା'…