ଶ୍ରୀମନ୍ଦିରରେ ବନକଲାଗି ନୀତି ୨ ଘଣ୍ଟା ବିଳମ୍ବରେ ଅନୁଷ୍ଠିତ
ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପାରମ୍ପରିକ ବନକଲାଗି ନୀତି ‘ଶୃଙ୍ଗାର’ ଦ୍ରବ୍ୟ ଅଭାବ ଯୋଗୁଁ ପ୍ରାୟ ୨ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।
ଏହି ନୀତି ଅନୁଷ୍ଠିତ ହେବା ପୂର୍ବରୁ ‘ଶୃଙ୍ଗାର’ ସଠିକ୍ ସମୟରେ ପହଞ୍ଚି…