ସ୍ୱାମୀ ସରପଞ୍ଚ
ସ୍ୱାମୀ ସରପଞ୍ଚ
ଜ୍ୟୋତି ପ୍ରକାଶ ମହାପାତ୍ର
ଯାଜପୁର ଜିଲ୍ଲାର ହରିଦାସପୁର ଏକଦମ ବକୁଟେ ଜାଗାଟେ । ପାହାଡ଼ ପାଖକୁ । ଖଣି ଖାଦାନ ଅଛି । ଛୋଟିଆ ଷ୍ଟେସନଟେ ଅଛି । ସେଇ ଜାଗାଟି ଏବେ ସାରାରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଛି । ମହିଳା ପଞ୍ଚାୟତ ଅଧିକାରୀଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା…