Latest Odisha News

BREAKING NEWS

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଘର

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଅଗିରାଗାଡିଆ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ କୌଣସି କାରଣବଶତଃ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ଭାଗ୍ୟବଶତଃ ଗ୍ରାମ ମଧ୍ୟରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା…

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି!

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି! ବିଚିତ୍ର ବିଶ୍ୱାଳ ନିର୍ବାଚନ ପରବର୍ତ୍ତୀ ଥଣ୍ଡା ସମୟକୁ ସଂପ୍ରତି ଗରମ କରିଦେଇଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନୂଆ ଘୋଷଣା । ଗୋଟିଏ ହେଉଛି ଫାଇଭ୍ ‘ଟି’ ଓ ଅନ୍ୟଟି ‘ ମୋ ସରକାର’ । ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇଟି ଘୋଷଣା ସାଧାରଣ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୨୨ ତାରିଖ ମଙ୍ଗଳବାର ତୁଳା ୫ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ନବମୀ ତିଥି ପୁଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ…

ବିଜେପୁରରେ ଶେଷ ହେଲା ମତଦାନ; ୨୪ରେ ଘୋଷିତ ହେବ ଫଳାଫଳ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଶେଷ ହୋଇଛି । ସନ୍ଧ୍ୟା ୫ ଟା ସୁଦ୍ଧା ୭୨% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ପ୍ରଦାନ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆଜି ମତଦାନ ଶେଷ ହେବା ପରେ ପୁଲିଂ ଅଧିକାରୀ…

ଆଗାମୀ ୨ ବର୍ଷରେ ଓଡ଼ିଶାର ଏହି ୫ଟି ଜିଲ୍ଲାରେ ନିର୍ମାଣ ହେବ ଜଳ ଯୋଗାଣ ପ୍ରକଳ୍ପ

ଭୁବନେଶ୍ୱର: ଖଣି ଦ୍ୱାରା ଭୂତଳ ଜଳ ପ୍ରଭାବିତ ହୋଇଥିବା ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩ ଟି ବ୍ଲକ୍ ଅନ୍ତର୍ଗତ ୩୮୪ ଗ୍ରାମକୁ ଓଏମବିଏଡିସି (ଓଡିଶା ମିନେରାଲ୍ ବିୟରିଂ ଏରିଆ ଡେଭେଲପମେଂଟ କର୍ପୋରେସନ୍) ଅର୍ଥରେ ଭୁପୃଷ୍ଠ ଜଳକୁ ବିଶୋଧନ କରାଯାଇ ବିଶୁଦ୍ଧ ଜଳ ଯୋଗାଇବାକୁ ୪ଟି…

ଗୋବର୍ଦ୍ଧନ ମଠର ପରିଚାଳନା ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ପୁରୀର ଗୋବର୍ଦ୍ଧନ ମଠର ପରିଚାଳନା ଶଙ୍କରାଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକରେ ଏହା ଅନୁମୋଦନ ହୋଇ ନିଷ୍ପତ୍ତି…

ପରିମଳ ଓ ସ୍ୱଚ୍ଛତା ଲାଗି ଜାରି ରହିଛି ରିଙ୍କି ନାଗଙ୍କ ପ୍ରଚେଷ୍ଟା; ଗାଁ’କୁ ମିଳିବ ‘ଓଡ଼ିଏଫ ଷ୍ଟାଟସ୍’ !

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଲାଦେରପାଲି ଗ୍ରାମର ରିଙ୍କି ନାଗ ଗାଁ ପରିମଳ ଏବଂ ସ୍ୱଚ୍ଛତାର ଗୁରୁତ୍ୱ ବୁଝିପାରିଛନ୍ତି । ନିକଟସ୍ଥ ଗ୍ରାମର ସ୍ୱଚ୍ଛତା ଦେଖି ସେ ଏବେ ନିଜ ଗାଁ’କୁ ଖୋଲା ପାଇଖାନା ରହିତ (ଓଡ଼ିଏଫ) ଭାବେ ଗଢି ତୋଳିବାକୁ ଉଦ୍ୟମ ଜାରି ରଖିଛନ୍ତି ।…

ନଭେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ ‘ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ’ ଆନ୍ଦୋଳନ

କଟକ: ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକ ସୋମବାର ଦିନ ବାର୍ ଆସୋସିଏସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ହାଇକୋର୍ଟରେ କଲେଜିୟମ ମାଧ୍ୟମରେ ବିଚାରପତି ନିଯୁକ୍ତି…

ପରଦାକୁ ଫେରୁଛି ଅଜୟ-କାଜଲଙ୍କ ଯୋଡି

ମୁମ୍ବାଇ: ବଡ ପରଦାକୁ ଫେରୁଛି ନବେ ଦଶକର ସୁପରହିଟ ତଥା ରିୟଲ ଲାଇଫ ଯୋଡି କାଜଲ ଓ ଅଜୟ ଦେବଗନ । ଏହି ଷ୍ଟାର କପୁଲ ବଲିଉଡର ଅପକମିଙ୍ଗ ମୁଭି ‘ଦ ଅନସଙ୍ଗ ଓ୍ବାରିୟର’ରେ ନଜର ଆସିବେ । ଏହାର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଯାହାକୁ ଅଜୟ ଦେବଗନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର…

ଜିଓର ନୂଆ ‘ଅଲ-ଇନ-ୱାନ’ ରିଚାର୍ଜ ଅଫର୍

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ପାଇଁ ଜିଓ ଏବେ ଆଣିଦେଇଛି 'ଅଲ-ଇନ-ୱାନ’ ପ୍ଲାନ ଏକ ନୂଆ ଅଫର । ନିକଟରେ ଇଣ୍ଟରକନେକ୍ସନ ୟୁଜର୍ସ ଚାର୍ଜ(ଆଇୟୁସି) ଲଗାଇ ଏକପ୍ରକାର ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିଲା ଜିଓ । ଏହି ନୂଆ 'ଅଲ-ଇନ-ୱାନ’ ପ୍ଲାନ୍ ଅନୁଯାୟୀ ଅନ୍ୟ ଯେକୌଣସି ନେଟୱର୍କକୁ କଲ୍…