ଆଜି ରାତି ସବୁ ଓଡ଼ିଆଙ୍କ ଘରେ ବନ୍ଦ ରହିଛି ରୋଷେଇ, ଏହା କ’ଣ ଜରୁରୀ ?
ଭୁବନେଶ୍ୱର: ଆଂଶିକ ଚନ୍ଦ୍ରଗ୍ରହଣ ଆଜି ରାତିରେ ଓଡ଼ିଶା ସମେତ ଭାରତର ଅଧିକାଂଶ ସ୍ଥାନରେ ରାତି ୧୨ଟା ୧୩ ମିନିଟରୁ ବୁଧବାର ସକାଳ ୫ଟା ୨୪ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।
ତେଣୁ, ପରମ୍ପରାଗତ ଭାବେ ମଙ୍ଗଳବାର ରାତିରେ ସାଧାରଣତଃ ସମସ୍ତ ଓଡ଼ିଆଙ୍କ ଘରେ ରନ୍ଧାକାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ…