ଇଞ୍ଜିନିୟର ଉଠବସ୍ ଘଟଣା: ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର
ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ ଉଠବସ୍ କରାଇବା ଘଟଣାରେ ସୋମବାର ଦିନ ଗିରଫ ହୋଇଛନ୍ତି ବିଧାୟକ ସରୋଜ ମେହେର।
ଆଜି ପାଟଣାଗଡ ପୋଲିସ ବିଧାୟକ ସରୋଜଙ୍କୁ ନୂଆପଡାରୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସେଠାରେ ମାରାଥନ୍ ଜେରା ପରେ…