ଓଡ଼ିଆ ସୁଟର୍ ଶ୍ରୀୟଙ୍କା ପୁଣି ଜିତିଲେ ସ୍ୱର୍ଣ୍ଣ
ଭୁବନେଶ୍ୱର: ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ନୂଆଦିଲ୍ଲୀଠାରେ ଚାଲିଥିବା ସୁରେନ୍ଦ୍ର ସିଂହ ମେମୋରିଆଲ ସୁଟିଂ ଚାମ୍ପିୟନସିପରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସିନିୟର ବ୍ୟକ୍ତିଗତ ବିଭାଗର ୧୦ ମିଟର୍ ରାଇଫଲ୍ ବିଭାଗରେ ଏହି ସଫଳତା ହାସଲ କରିପାରିଛନ୍ତି ।…