Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାକୁ ୨୨୭ ରନରେ ଅଟକାଇଲେ ଭାରତୀୟ ବୋଲର୍

ସାଉଥମ୍ପଟନ: ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଆଗରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଅଧିକ ରନ କରିବାକୁ ସକ୍ଷମ ହୋଇପାରିନାହାନ୍ତି । ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ଭାରତୀୟ ବୋଲରଙ୍କ ସୁନ୍ଦର ବୋଲିଂ…

ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ, ଜାଣନ୍ତୁ ଓଡିଶାରୁ କିଏ ହେଲେ ଟପ୍ପର..

ଭୁବନେଶ୍ୱର : ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ସ୍ନାତକ)-୨୦୧୯ର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡିଶାରୁ ୫୯.୪୪ ପ୍ରତିଶତ ହାରରେ ୧୯୨୪୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓଡିଶାର ସଙ୍ଗୀତା ଅଗ୍ରୱାଲ ଶ୍ରେଷ୍ଠ-୨୦ ମହିଳା…

ଦୂଷିତ ପରିବେଶ ଓ ଉତ୍ତପ୍ତ ବାୟୁମଣ୍ଡଳ ପ୍ରକୋପରେ ଜୀବଜଗତ ଧ୍ଵଂସାଭିମୁଖୀ

 ବିଶ୍ୱ ପରିବେଶ ଦିବସ  ଦୂଷିତ ପରିବେଶ ଓ ଉତ୍ତପ୍ତ ବାୟୁମଣ୍ଡଳ ପ୍ରକୋପରେ ଜୀବଜଗତ ଧ୍ଵଂସାଭିମୁଖୀ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ଜେନା ଏହି ଉତ୍ତମ ପୃଥିବୀ ପୃଷ୍ଠରେ ଯେତେବେଳେ ପ୍ରଥମ କରି ଜୀବଜଗତ ଓ ତା’ର ବହୁଯୁଗ ପରେ ମନୁଷ୍ୟ ବସବାସ କଲେ, ସେତେବେଳର ଜୀବନଯାପନ, ପ୍ରାଚୁର୍ଯ୍ୟ ସମ୍ପଦ…

ଯୁକ୍ତ ଦୁଇ ପରୀକ୍ଷା ଫଳ

 ପଲିଟିକସ ଫଲିଟିକସ  ଯୁକ୍ତ ଦୁଇ ପରୀକ୍ଷା ଫଳ ଜ୍ୟୋତି ପ୍ରକାଶ ମହାପାତ୍ର ଆମ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଏଇ ସପ୍ତାହରେ ପ୍ରକାଶିତ ହୋଇଛି । ଯୁକ୍ତ ଦୁଇ ବିଜ୍ଞାନରେ ଏ ବର୍ଷ ପାସ ହାର ସବୁଠାରୁ କମ ଆସିଛି । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୭୨ ପ୍ରତିଶତ ପିଲା ପାସ କରିଥିବା…

ବିଜେପି ଓ କଂଗ୍ରେସ ନେତାଙ୍କ ଷଡଯନ୍ତ୍ର ହିଁ ମୋ ପରାଜୟର କାରଣ: ଜର୍ଜ ତିର୍କୀ

ସୁନ୍ଦରଗଡ : କଂଗ୍ରେସର ବରିଷ୍ଠ ନେତା ଜର୍ଜ ତିର୍କୀ ନିଜ ପରାଜୟ ଲାଗି ବୁଧବାର ଦିନ ବିଜେପି ଓ ତାଙ୍କ ଦଳୀୟ ପାର୍ଟିର କିଛି ନେତାଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରକୁ ଦାୟୀ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚନ ଲଢିଥିବା ଶ୍ରୀଯୁକ୍ତ ତିର୍କୀ…

କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସ୍କା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁର ପୋଲିସ ବୁଧବାର ଦିନ ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଗିରଫ ୪ ଅଭିଯୁକ୍ତମାନଙ୍କୁ କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟ…

ଭାବମୂର୍ତ୍ତି

ସମକାଳୀନ ଓଡ଼ିଆ କଥାସାହିତ୍ୟରେ ପବିତ୍ର ପାଣିଗ୍ରାହୀ ଜଣେ ସମର୍ଥ କଥାକାର ଭାବେ ଜଣାଶୁଣା! ପ୍ରକାଶିତ ଗଳ୍ପ ସଂକଳନ: ପ୍ରେମିକର ଦଶାବତାର, ଖରାପ ପାଗ, ହାଇଫେନ୍‍, ଏକାଏକା ଅରୁନ୍ଧତୀ, ମନ ଅନ୍ଧାର, ଅଫେରା ଜହ୍ନରାତି, ଛୁଇଁଲେ ପ୍ରେମ, ସ୍ୱପ୍ନଚୋରି, ବରଂ ଅଂଧାର ଭଲ, ଗପର ମୁହଁ ! ଉପନ୍ୟାସ:…

ଆରମ୍ଭ ହେଲା ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ଉଡାଣ

ଝାରସୁଗୁଡା : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ସବସିଡାରୀ ସଂସ୍ଥା ଆଲିଏନ୍ସ ଏୟାର ପକ୍ଷରୁ ବୁଧବାର ଦିନ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି। ଏନେଇ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ…

ନବରଙ୍ଗପୁରରେ ମୋବାଇଲ ଫାଟି ବାଳକ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଝରିଗାଁ ବଡ଼ପାଲିଆ ଗ୍ରାମରେ ମୋବାଇଲ ଫାଟି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ବାଳକଙ୍କ ନାମ ଲଛମନ ଭୁଞ୍ଜିଆ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଲଛମନ ମଙ୍ଗଳବାର ଦିନ ନିଜ ମୋବାଇଲ ଫୋନକୁ ସୋଲାର ତାର ସହ ସଂଯୋଗ କରି ଚାର୍ଜରେ ବସାଇଥିଲେ।…

ଇଦ୍ ଅବସରରେ ପରଦାକୁ ଆସିଲା ସଲମାନଙ୍କ ଅଭିନୀତ ‘ଭାରତ’

ନୂଆଦିଲ୍ଲୀ : ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଇଦ ଅବସରରେ ରିଲିଜ ହୋଇଛି । ଅଲ୍ଲୀ ଆବାସ୍ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ଅଭିନେତା ସଲମାନଙ୍କ ସହ କ୍ୟାଟ୍ରିନା କେଫ୍,…