୪ ଜଣ ମନ୍ତ୍ରୀଙ୍କୁ ମିଳିଛି ସମାନ କେନ୍ଦ୍ରୀୟ ବିଭାଗ: ରିପୋର୍ଟ
ଭୁବନେଶ୍ୱର: ଗୁରୁବାର ଦିନ ଶପଥ ନେଇଥିବା ନରେନ୍ଦ୍ର ମୋଦୀଙ୍କ ସରକାର ୭ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିବା ବେଳେ ଅସଙ୍ଗତି ଦେଖାଦେଇଥିବା ଜଣାପଡ଼ିଛି । ଏହି ବିଭାଗ ବଣ୍ଟନ ଶୁକ୍ରବାର ଦିନ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ସଞ୍ଜୀବ କୁମାର ବାଲ୍ୟାନ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର…