Latest Odisha News

BREAKING NEWS

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦୀ’ କୁହାଯାଉଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଏବେ ଚର୍ଚ୍ଚାରେ । ନିର୍ବାଚନ ଆରମ୍ଭରୁ ଶେଷ ଯାଏଁ ଇଣ୍ଟରନେଟରେ ବିଜେପି ସାଂସଦ ପ୍ରତାପଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥିଲା ତାଙ୍କ ସରଳ ଜୀବନଯାପନ ଶୈଳୀକୁ ନେଇ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କାଠମାଣ୍ଡୁରେ ପହଞ୍ଚିଲା ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର: ମୃତ୍ୟୁ ହେବାର ଦୀର୍ଘ ଆଠଦିନ ପରେ ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀରକୁ ଗୁରୁବାର ଦିନ କାଠମାଣ୍ଡୁକୁ ଅଣାଯାଇଛି । ନେପାଳରେ ଆନୁଷ୍ଠାନିକ ଭାବେ ସରକାରୀ ଯାଞ୍ଚ ପରେ ତାଙ୍କ ପାର୍ଥିବ ଶରୀର ଓଡ଼ିଶା ଆସିବା ଲାଗି ଏବେ ପ୍ରସ୍ତୁତ । ତେବେ…

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କିଏ ପାଇବେ ସ୍ଥାନ, ଦେଖନ୍ତୁ ସମ୍ଭାବ୍ୟ ତାଲିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ୨ୟ ଥର ଲାଗି ଗୁରୁବାର ଦିନ ଶପଥ ନେବାକୁ ଯାଉଛନ୍ତି । ଏହି ଅବସରରେ ତାଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ, ସେନେଇ ଚର୍ଚ୍ଚା ଜୋର୍ ଧରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅରୁଣ ଜେଟଲୀଙ୍କୁ ବାଦଦେଇ ମୋଦିଙ୍କ…

ଜାଣନ୍ତୁ, ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ କେଉଁ ଅତିଥି…

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବେ । ଏହି ଶପଥଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାରରୁ ଅଧିକ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଲମ୍ବା ଅତିଥି ତାଲିକାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ…

ନୂଆପଡା: ପୋଖରୀରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମରେ ଥିବା ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ଗୁରୁବାର ଦିନ ତାଙ୍କ ମରଶରୀରକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି । ମୃତକଙ୍କ ନାମ ଶିତଲ ବାଘେଲ (୧୯), ତନିଶା (୧୩) ବୋଲି ଜଣାପଡିଛି । ଦୁହେଁ…

ବାପା: ଦୁଇଟି ଗପ

ବାପା: ଦୁଇଟି ଗପ ଜାକିର ଖାନ - ଡର - ପିଲାଦିନେ ଶନିବାର ଆସିଗଲା ମାତ୍ରେ ମୋତେ ଡରମାଡେ଼ । ଶନିବାର ଦିନ ବାପା ଗାଁକୁ ଆସନ୍ତି । ଚାକିରି ପାଇଁ ସେ ପ୍ରାୟ ବାହାରେ ରହନ୍ତି ଆଉ ଆମେ ଗାଁରେ । ଶନିବାର ହିଁ ତାଙ୍କ ଆସିବା ପାଳି । ବାପା ଖୁବ୍ ରାଗୀ । ତେଣୁ ଶନିବାର ଆସିଲେ ହିଁ ମୋତେ…

ରାଜ୍ୟ ବିଧାନସଭାର ସଦସ୍ୟ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୬ତମ ଓଡିଶା ବିଧାନସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାର କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ନବୀନଙ୍କୁ ପଦ ଓ…

ପ୍ରୀତି ପରକୀୟା

ପ୍ରୀତି ପରକୀୟା ସୁବ୍ରତ ଜେନା କହି ହେବ ନାଇଁ କାହାକୁ ଭଲପାଇ ଆରମ୍ଭ କଲି ଲେଖା । ସେ ପ୍ରୀତି କଥା କାହିଁକି ପଚାରୁ ? ଏଇନା, ମୁଁ ଇ ତୋର ପ୍ରେମ ଆଉ ତୁ ମୋ କବିତା ! ମଶାଧୂପର ଗଂଧରେ ରାତିକୁ ଘୃଣା କରୁଥିଲାବେଳେ ତୁ ଜହ୍ନ ଆଲୁଅ ହେଇ ପିଚକିଲୁ ମୋ ଖୋଲା ଛାତରେ ଓ…

ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ନେଲେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ବେଳେ କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ଏହି ଦାୟିତ୍ୱକୁ ତାଙ୍କ ଠାରୁ ଅପସାରଣ କରାଯାଇ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ…

ବର୍ଷା

ବର୍ଷା ସରିତା ପୃଷ୍ଟି ଟିକେ ରହିଯା, ମୁଁ କାହିଁ କେତେ ଦିନରୁ ତୋ ଅପେକ୍ଷାରେ... ଏତେ ତରବର କାହିଁକି? ମୁଁ ମନଭରି ତୋ ଶୀତଳ ସ୍ପର୍ଶକୁ ଅନୁଭବ କରିନିଏ କିନ୍ତୁ ଏ ବିଜୁଳି? ମୁଁ ଡ଼ରିଯାଉଛି ଏକାମ୍ରରେ ଏ ଏକାକିତ୍ୱ ଭାରି ଅସହ୍ୟ ବିଜୁଳି....ଘଡ଼ଘଡ଼ି ହଠାତ୍ ତୋର ଏ କି…