ବାତ୍ୟା ‘ଫନୀ’: ଆମ୍ରି ହସ୍ପିଟାଲର ୧୦ କୋଟିରୁ ଊର୍ଧ୍ୱ ସମ୍ପତ୍ତି କ୍ଷତି
ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ଫନୀ ପ୍ରଭାବରେ ଉପକୂଳ ଓଡ଼ିଶା ତଥା ଖୋର୍ଦ୍ଧା ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଥିଛି ।
ବାତ୍ୟା ଫନୀ ପ୍ରଭାବରେ ଭୁବନେଶ୍ୱରରେ ପବନର ବେଗ ଘଣ୍ଟା ପ୍ରତି ପାଖାପାଖି୨୪୦ କିଲୋମିଟର ରହିଥିଲାବେଳେ ଭୁବନେଶ୍ୱରର ଅନେକ ଘର, ଅଫିସ ସମେତ ହସ୍ପିଟାଲ ଗୁଡିକର…