ଟିକେଟ୍ ନମିଳିବାରୁ ବିଜେପିରୁ ଇସ୍ତଫା ଦେଲେ ମିନକେତନ ଅମାତ୍
ଅନୁଗୁଳ : ବିଜେପିର ବରିଷ୍ଠ ନେତା ତଥା ଅନୁଗୁଳ ବିଧାନସଭା ଆସନରୁ ୨ଥର ନିର୍ବାଚନ ଲଢି ଅସଫଳ ହୋଇଥିବା ମିନକେତନ ଅମାତ୍ ସୋମବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ଶ୍ରୀଯୁକ୍ତ ଅମାତ୍ ନିଜ ଇସ୍ତଫା ପତ୍ର ଦଳର ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ…