Latest Odisha News

BREAKING NEWS

ଉଠା ଜଳସେଚନ ନିଗମ ପଦରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ତଥା ପାର୍ଟି ଉପାଧ୍ୟକ୍ଷ ରଘୁନାଥ ମହାନ୍ତି ଶନିବାର ଦିନ ଓଡିଶା ଉଠା ଜଳସେଚନ ନିଗମ (ଓଏଲଆଇସି) ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନବୀନ ନିବାସରେ ପହଞ୍ଚି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।…

କଂଗ୍ରେସ ଛାଡିଲେ ପ୍ରେମାନନ୍ଦ ବେହେରା

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶନିବାର ଦିନ କଂଗ୍ରେସ ନେତା ପ୍ରେମାନନ୍ଦ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ବେହେରା ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୪ ଆହତ

ଦେବଗଡ/କଟକ : ଦେବଗଡ ଓ କଟକ ଜିଲ୍ଲାରେ ଶନିବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ତାଙ୍କୁ ଏକ ଗାଡି ଧକ୍କାଦେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପରେ ଏହାକୁ ନେଇ ସ୍ଥାନୀୟ ଲୋକମନେ ଦେବଗଡ…

‘ୱାନ୍ ବାର୍,ୱାନ୍ ଭୋଟ୍’ ଭିତ୍ତିରେ ଓଡିଶାର ସମସ୍ତ ବାର ଆସୋସିଏସନରେ ନିର୍ବାଚନ ଆରମ୍ଭ

କଟକ : ଓଡିଶାରେ ସମସ୍ତ ୧୫୭ଟି ଓକିଲ ସଂଘର ନିର୍ବାଚନ ଶନିବାର ଦିନ ‘ୱାନ୍ ବାର୍ ୱାନ୍ ଭୋଟ୍’ ଆଧାରରେ ନିର୍ବାଚନ ଆରମ୍ଭ ହେଉଛି । ରାଜ୍ୟର ଥିବା ସମସ୍ତ ବାର ଆସୋସିଏସନ ଗୁଡିକରେ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବା ନିମନ୍ତେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାରେ…

ସଡକ ଦୁର୍ଘଟଣାରେ ଓଏଏସ୍ ଅଧିକାରୀଙ୍କ ମୃତ୍ୟୁ

ନୟାଗଡ : ନୟାଗଡ ଜିଲ୍ଲା ସୋରଡା ନିକଟରେ ଶନିବାର ଦିନ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ତଥା ନୂଆପଡା କୋମନା ବ୍ଲକର ତହସିଲଦାରଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ତହସିଲଦାର ସୁରେଶ କୁମାର ନନ୍ଦ ଏବଂ ସେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅଞ୍ଚଳର ମୂଳ…

ବିଜୁ ମହିଳା ଜନତା ଦଳ ଉପ-ସଭାପତି ରୂପେ କିନ୍ନର ସମାଜକର୍ମୀ ମୀରା ପରିଡ଼ା ନିଯୁକ୍ତ

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ କିନ୍ନର ସମାଜକର୍ମୀ ମୀରା ପରିଡ଼ାଙ୍କୁ ବିଜୁ ମହିଳା ଜନତା ଦଳ (ବିଏମଜେଡ଼ି)ର ଉପ-ସଭାପତି ରୂପେ ନିଯୁକ୍ତ କରିଛନ୍ତି । ସେହିପରି ଭାବେ, ସଂଜୁକ୍ତା ବେହେରାଙ୍କୁ ଗଜପତି ଜିଲ୍ଲାର କାର୍ଯ୍ୟକାରୀ ସଭାପତି ରୂପେ…

ବିଜେଡ଼ିର ୧୮ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା: ପାରାଦ୍ୱୀପରୁ ଦାମଙ୍କ ପୁଅ ସମ୍ବିତ, ପୁରୀରୁ ମହେଶ୍ୱର ଓ ଭଦ୍ରକରୁ…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୧୮ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ପ୍ରାର୍ଥୀ ତାଲିକା ଅନୁଯାୟୀ, ପାରଦ୍ୱୀପରୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ…

ରିଲିଜ ହେଲା ଅନୁଭବଙ୍କ ଅଭିନୀତ ‘ବିଜୁ ବାବୁ’ ଫିଲ୍ମ

ଭୁବନେଶ୍ୱର : ‘ଅକ୍ଷୟ ପରିଜା ପ୍ରଡ଼କ୍ସନ’ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ନିର୍ମିତ ଫିଲ୍ମ ‘ବିଜୁ ବାବୁ’ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଏନେଇ ସୁପରିଷ୍ଟାର ଅନୁଭବ ଟ୍ୱିଟ୍ କରିଛନ୍ତି ।…

ପୁରୀ: ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ପୁରୀ : ପୁରୀର ଦିଗବାରେଣୀ ଖୁଣ୍ଟି ନିକଟରେ ଶୁକ୍ରବାର ଦିନ ୪ ଜଣ ଛାତ୍ର ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ରଙ୍କ ନାମ ଭବରଞ୍ଜନ ଦାଶ ଏବଂ ସେ କଟକର ବାଙ୍କି କଲେଜର ଛାତ୍ର ଥିଲେ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ପ୍ରାୟ ୪ ଜଣ କଲେଜ…

ପୁରୀ ବାଣ କାରଖାନା ବିସ୍ଫୋରଣରେ ଜଣେ ମୃତ, ୨ ଆହତ

ପୁରୀ : ପୁରୀ ଜିଲ୍ଲା କମାଶାସନ ଗ୍ରାମରେ ଶୁକ୍ରବାର ଦିନ ଏକ ବାଣ ନିର୍ମାଣ କାରଖାନାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ରଜଶ ପରିଡା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରଜଶଙ୍କ ଘରେ…