ଟିଟିଲାଗଡ: ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ
ଟିଟିଲାଗଡ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହର ନିକଟସ୍ଥ ବିଜେପୁରର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଆଜି କେହି ଦୁବୃର୍ତ୍ତ ଗୁଳି ମାଡ଼ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ କିଛି ଦୁବୃର୍ତ୍ତ ବ୍ୟାଙ୍କ ଭିତରେ ପଶି ଉକ୍ତ ବ୍ୟାଙ୍କ ମ୍ୟାନେଜର କୈଳାଶ ଚନ୍ଦ…