ପୁରୀ ସମୁଦ୍ରରେ ଗାଧୋଇବା ବେଳେ ରାଞ୍ଚିର ଇଞ୍ଜିନିୟରିଂ ଛାତ୍ର ନିଖୋଜ
ପୁରୀ: ପୁରୀ ହୋଲିଡ଼େ ରିସର୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବା ସମୟରେ ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି ।
ଏହି ଛାତ୍ର ଜଣକ ରାଞ୍ଚି ର ସାଇ କ୍ରିଷ୍ଣା କୁମାର ବୋଲି ଚିହ୍ନିତ ହୋଇଛନ୍ତି, ସେ ବୋକାରସ୍ଥିତ ବିଟ୍ସ କଲେଜର ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି ।…