ଆଜି ‘ଜିଏସଏଟି-୭ଏ’ର ପରୀକ୍ଷଣ: ଶକ୍ତିଶାଳୀ ହେବ ବାୟୁସେନା
ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବୁଧବାର ଦିନ ଚଳିତ ବର୍ଷର ଅନ୍ତିମ ସାଟେଲାଇଟ୍ ଭାବେ ଜିଏସଏଟି-୭ଏକୁ ଉତକ୍ଷେପଣ କରାଯାଉଛି ।
ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ ପରୀକ୍ଷା କେନ୍ଦ୍ର ଜିଓ ସିକ୍ରୋନୋସ ଲଞ୍ଚ ଭେହକିଲ୍ ଜିଏସଏଲଭି-ଏଫ୍୧୧ ରକେଟ୍ ମାଧ୍ୟମରେ…