Latest Odisha News

BREAKING NEWS

ନନ୍ଦନକାନନରେ କାଉ ମଡ଼କ: ବାର୍ଡ୍ ଫ୍ଲୁ ଆଶଙ୍କା ଯୋଗୁଁ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନର ଆଖପାଖ ଅଞ୍ଚଳରେ ବହୁସଂଖ୍ୟାରେ ପକ୍ଷୀ ମଡ଼କ ଦେଖାଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଏହି ଅଞ୍ଚଳରେ ବହୁ ସଂଖ୍ୟାରେ କାଉ ମରିଯାଉଥିବା ଲକ୍ଷ୍ୟ କରାଯାଉଥିବା ବେଳେ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କର ମଧ୍ୟ…

ଗଞ୍ଜାମରେ ପୁଣି ଏକ ମୃତ ଦନ୍ତାହାତୀ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଶିକାରୀ ଗୁଳିରେ ଗତକାଲି ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ବେଳେ ଆଜି ପୁଣିଥରେ ଜିଲ୍ଲାର ଭଞ୍ଜନଗର ତାରାସିଂ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଢେପା ସାହିରୁ ଆଉ ଏକ ହାତୀର ମୃତଦେହ ଜବତ ହୋଇଛି । ଆଜି କିଛି ସ୍ଥାନୀୟ ବାସିନ୍ଦା କୋକଳବା ନାଳ ନିକଟରୁ ହାତୀର…

ଘୂର୍ଣ୍ଣିଝଡ଼ ପିଥାଇ: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ପିଥାଇ ସୋମବାର ଅପରାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି । ଏହି ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଥିବାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ…

ଋାଜସ୍ଥାନ: ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ଅଶୋକ ଗେହଲଟ୍

ଜୟପୁର : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ । ରାଜ୍ୟପାଳ କଲ୍ୟାଣ ସିଂହ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା ।…

ଆନ୍ଧ୍ର ଉପକୂଳରେ ‘ପିଥାଇ’ ଘୂର୍ଣ୍ଣିଝଡ଼, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ଅନୁଭୁତ ହେଉଥିବା ‘ପିଥାଇ’ ଘୂର୍ଣ୍ଣିଝଡ଼ ଏବେ ଆନ୍ଧ୍ର ଆଡ଼କୁ ମୁହାଁଉଛି । ସୋମବାର ଅପରାହ୍ନ ସୁଦ୍ଧା ଏହି ଘୂର୍ଣ୍ଣିଝଡ଼ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଉପକୂଳର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂତ୍ରରୁ ସୂଚନା ମିଳିଛି ।…

ଶିଖ୍ ବିରୋଧି ଦଙ୍ଗା: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସୋମବାର ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ସାରା…

ପଶ୍ଚିମ ଓଡିଶାରେ ‘କୋଶଳ ମହାବନ୍ଦ’ ଡାକରା, ଜନଜୀବନ ବାଧାପ୍ରାପ୍ତ

ସମ୍ବଲପୁର : ‘ସ୍ୱତନ୍ତ୍ର କୋଶଳ ରାଜ୍ୟ’ ଗଠନ ଦାବିରେ ଆଜି ‘କୋଶଳ ରାଜ୍ୟ ସମନ୍ୱୟ ସମିତି’ ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମ ଓଡିଶା ମହାବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପଶ୍ଚିମ ଓଡ଼ିଶାର ପାଖାପାଖି ୧୦ଟି ଜିଲ୍ଲାରେ ପାଳନ ହେଉଛି । ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଦେଓଗଡ, ଝାରସୁଗୁଡା,…

ବଲିଉଡ ଗାୟକ ଶଙ୍କରଙ୍କ ଧୁନରେ ମତୁଆଲା ହେଲା ଡଟ୍ ଫେଷ୍ଟ ଅନ୍ତିମ ସନ୍ଧ୍ୟା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଡଟ୍ ଫେଷ୍ଟର ଶେଷ ସନ୍ଧ୍ୟା ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ସିଙ୍ଗର ଶଙ୍କର ମହାଦେବନ । ଅନେକ ଦିନ ଧରି ଡଟ ଫେଷ୍ଟର ସନ୍ଧ୍ୟାରେ ରାଜଧାନୀ ବାସୀ ମତୁଆଲା ହେଉଥିବା ବେଳେ ଏହି ଫେଷ୍ଟ ଉଦଯାପିତ…

ପୋଷା କୁକୁରକୁ ବେଶ୍ ଭଲ ପାଆନ୍ତି ଚୁଲବୁଲି ନାୟିକା ଏଲିନା…

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ନାୟିକା ହେଲେ ଏଲିନା ସାମନ୍ତରାୟ । ଏଲିନା ତାଙ୍କ ଘରୋଇ ଜୀବନରେ କୁକୁରଙ୍କୁ ବେଶ୍ ଭଲ ପାଆନ୍ତି । ଖାଲି ଯେ, ଆଲସେସାନ କି ପାମେରିଆନ କି ଗ୍ରେ ହାଉଣ୍ଡ ନୁହେଁ ବରଂ ଏଲିନା କେବେ ଯଦି ରାସ୍ତାରେ ଦେଶୀ କୁକୁର ଛୁଆଟେ ଦେଖନ୍ତି ତେବେ ତାଙ୍କ ଗାଡ଼ି ଅଟକାଇ କୁକୁର…

ଓଡ଼ିଶା ବିଶ୍ୱକପ ହକି: ବେଲଜିୟମ୍ ବିଶ୍ୱ ଚମ୍ପିଆନ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ‘ଓଡ଼ିଶା ପୁରୁଷ ବିଶ୍ୱକପ ହକି’ ପ୍ରତିଯୋଗିତାର ଫାଇନାଲ ଜିତି ବେଲଜିୟମ୍ ପ୍ରଥମଥର ଲାଗି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ରବିବାର ଫାଇନାଲରେ ବେଲଜିୟମ ପେନାଲଟି ସୁଟଆଉଟରେ ଶକ୍ତିଶାଳୀ ନେଦରଲାଣ୍ଡ ଦଳକୁ ୩-୨ ଗୋଲ୍ ବ୍ୟବଧାନରେ ପରାସ୍ତ…