Latest Odisha News

BREAKING NEWS

The Paradise: ୩ ଦିନରେ ୧୧୯ କୋଟି ପାର୍! ବକ୍ସ ଅଫିସ୍‌ରେ ଧମାଲ କରୁଛି ନାନୀଙ୍କ ‘ଦ ପାରାଡାଇଜ୍’

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ନାନୀଙ୍କ ଫିଲ୍ମ ‘ଦ ପାରାଡାଇଜ୍’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ ପରେ ଫିଲ୍ମର କଲେକ୍ସନ୍‌ରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ୩ ଦିନ ମଧ୍ୟରେ ଫିଲ୍ମର ୱାର୍ଲ୍ଡୱାଇଡ୍‌ କଲେକ୍ସନ୍‌ ୧୧୯.୫୦ କୋଟି ଟଙ୍କାରେ ପହଞ୍ଚିଛି। ଏହା…

ସୋସିଆଲ ମିଡିଆରେ ଦୁଷ୍କର୍ମ ଗୁଜବ, LPU କ୍ୟାମ୍ପସରେ ଭଙ୍ଗାରୁଜା, ରାଜପଥ ଅବରୋଧ

ଚଣ୍ଡିଗଡ-ପଂଜାବ ଲଭଲୀ ପ୍ରଫେସନାଲ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ଗୁଜବ ପ୍ରମାଣିତ । ସୋସିଆଲ ମିଡିଆରେ ଏପରି ଖବର ପ୍ରଚାର ପ୍ରସାର ହେବା ପରେ ଗତକାଲି ବିଳମ୍ବିତ ରାତିରୁ କ୍ୟମ୍ପସରେ ଉତେଜନା ଦେଖିବାକୁ ମିଳିଥିଲା । ଛାତ୍ରୀ…

ଭୁବନେଶ୍ୱରରୁ ବ୍ରହ୍ମପୁର; ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୬ ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (DRDA) ସହ ସଂଯୁକ୍ତ ତଥା ମାଥିଲି ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ସହ ଜଡ଼ିତ ଛଅଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ରବିବାର ଦିନ…

Mann Ki Baat: ‘ମନ କି ବାତ୍‌’ରେ ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ମନେ ପକାଇଲେ ପିଏମ୍ ମୋଦୀ, କହିଲେ, ‘ଆତଙ୍କବାଦକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ କି ବାତ୍‌’ର ୧୩୮ତମ ଅଧ୍ୟାୟରେ ୨୦୧୬ର ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ମନେ ପକାଇଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦ ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଅନୁସରଣ କରୁଛି। ୨୮-୨୯ ସେପ୍ଟେମ୍ବର ୨୦୧୬ରେ ଭାରତୀୟ ସେନା LoC ପାର ହୋଇ…

Party Switch: ୧୧୧ ସାଂସଦ-ବିଧାୟକ ବଦଳାଇଛନ୍ତି ଦଳ, ବିଜେପିରେ ୨୯ ଜଣ…ଜାଣନ୍ତୁ ସବୁଠୁ ବେଶୀ କେଉଁ ଦଳ ଛାଡିଛନ୍ତି…

ନୂଆଦିଲ୍ଲୀ: ୨୦୨୨ରୁ ୨୦୨୬ ମଧ୍ୟରେ ନିର୍ବାଚନ ଜିତିବା ପରେ ଦେଶର ୧୧୧ ଜଣ ବର୍ତ୍ତମାନର ସାଂସଦ ଓ ବିଧାୟକ ନିଜ ଦଳ ବଦଳାଇଛନ୍ତି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ADR) ଓ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ (NEW)ର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଏଥିରେ ୨୬ ଲୋକସଭା ସାଂସଦ, ୭…

ଖୋଲିଲା ହୀରାକୁଦର ଆଉ ୨ ଗେଟ୍, ୨୨ ଗେଟରେ…

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ଦୁଇଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା।ଆଉ ଦୁଇଟି ଗେଟ୍ ଖୋଲାଯିବା ଫଳରେ ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।…

ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତରପ୍ରଦେଶ; ୧୭ ମୃତ, ଅନେକ ଗାଁ ଜଳବନ୍ଦୀ

ଲକ୍ଷ୍ନୌ: ଗୁରୁବାର ସନ୍ଧ୍ୟାରେ ବୁନ୍ଦେଲଖଣ୍ଡ ଏବଂ କାନପୁର ଡିଭିଜନର ଜିଲ୍ଲାରେ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ ଉବୁଟୁବୁ ସାରା ଅଞ୍ଚଳ। ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ବର୍ଷା ଅନେକ ଜିଲ୍ଲାରେ ରେକର୍ଡ ଭାଙ୍ଗିଛି। ଏହି ସମୟ ମଧ୍ୟରେ କାନପୁର-ବୁନ୍ଦେଲଖଣ୍ଡ ଅଞ୍ଚଳରେ ବିଭିନ୍ନ…

UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ

ଆମେରିକା: ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଓ ସମ୍ପ୍ରସାରଣକୁ ନେଇ ରୁଷିଆ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଜାତିସଂଘ ସାଧାରଣ ସଭାରେ ବକ୍ତବ୍ୟ ରଖି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଭାରତ ଓ ବ୍ରାଜିଲକୁ UNSCର ସ୍ଥାୟୀ ସଦସ୍ୟପଦ ମିଳିବା ନେଇ ଦୃଢ଼ ସମର୍ଥନ ଜଣାଇଛନ୍ତି।…

ଜୀବନ ନେଉଛି DJର ବିକଟାଳ ଶବ୍ଦ; ଜଣେ ମୃତ, ୯ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଜଟଣୀରେ ଏକ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବ ଦୁଃଖଦରେ ପରିଣତ ହୋଇଛି । DJର ବିକଟାଳ ଶବ୍ଦରେ ଏକ କୋଠାର ଏକ ସ୍ଲାବ୍ ଖସି ପଡ଼ିଥିଲା।ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ଆହତ ହୋଇଥିଲେ। ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି…

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା

ଭୁବନେଶ୍ୱର: ଝାଡ଼ଖଣ୍ଡର ଗାଲୁଡିହ ବନ୍ଧର ଗେଟ୍ ଖୋଲାଯିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଫଳରେ ଚଳିତ ଋତୁରେ ନଦୀରେ ଚତୁର୍ଥ ଥର ପାଇଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ଏବଂ ଉତ୍ତର ବାଲେଶ୍ୱରର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରିପୋର୍ଟ ଅନୁଯାୟୀ,…