ମାତା ବୈଷ୍ଣୋ ଦେବୀ ମନ୍ଦିରରେ ମଦ୍ୟପାନ; ଓରି ଓ ଅନ୍ୟ ୭ ଜଣକ ବିରୋଧରେ ଏଫଆଇଆର
ମୁମ୍ବାଇ: ଜମ୍ମୁ ଏବଂ କାଶ୍ମୀର ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରର ବେସ୍ କ୍ୟାମ୍ପ କଟରାସ୍ଥିତ ଏକ ହୋଟେଲରେ ମଦ୍ୟପାନ କରିବା ଯୋଗୁଁ ଓରି ଏବଂ ଅନ୍ୟ ସାତ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।
ଜମ୍ମୁ ଓ କାଶ୍ମୀର ପୋଲିସ ଯେଉଁ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସେମାନଙ୍କ…