Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ବୋଲରଙ୍କ ନୈରାଶ୍ୟଜନକ ବୋଲିଂ, ସର୍ଭିସେସର ରେକର୍ଡ ବିଜୟ

କଟକ: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ସର୍ଭିସେସ ନିକଟରୁ ପରାଜିତ ହୋଇଛି । ପରାଜୟ ସହ ଓଡିଶାର ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶା ଧୂଳିସାତ ହୋଇଛି । ସର୍ଭିସେସର ବ୍ୟାଟ୍ସମ୍ୟାନମାନେ ବିଶେଷ କରି ଶୁଭମ ରୋହିଲ୍ଲାଙ୍କ ଦ୍ୱିଶତକ ଏବଂ ଅନ୍ୟମାନଙ୍କ ଚମତ୍କାର…

ଭାରତ ଦ୍ୱିତୀୟ ଥର ପାଇଁ ଜିତିଲା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟ

କୁଆଲାଲୁମ୍ପୁର: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହୋଇଛି । ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଗୋଙ୍ଗାଦୀ ତ୍ରିଷା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ବିଜୟରେ…

ମଧୁବନୀ ଚିତ୍ରକଳା: ଯାହାକୁ ନେଇ ଏତେ ଚର୍ଚ୍ଚା ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ବଜେଟ ୨୦୨୫ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପିନ୍ଧିଥିବା ମଧୁବନୀ ଚିତ୍ରକଳା ଶାଢୀ ଏବେ ସବୁଆଡେ ଚର୍ଚ୍ଚାର ବିଷୟ । ମଧୁବନୀ ଚିତ୍ରକଳା ମିଥିଳା ​​ପେଣ୍ଟିଂ ଭାବରେ ମଧ୍ୟ ଜଣାଶୁଣା । ଏହା ହେଉଛି ଭାରତର ଅନ୍ୟତମ ପ୍ରାଚୀନ ତଥା ପ୍ରସିଦ୍ଧ ଲୋକକଳା । ବିହାରର ମଧୁବନୀ…

ମାଘ ସପ୍ତମୀ ପାଇଁ ପୁରୀରେ ଟ୍ରାଫିକ କଟକଣା, ଜାଣନ୍ତୁ… 

ପୁରୀ: ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାହାକୁ ନଜରରେ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଜାଣନ୍ତୁ ଯାନବାହାନ ପାଇଁ କଣ ରହିଛି ଟ୍ରାଫିକ କଟକଣା... ମାଘ ସପ୍ତମୀରେ ଭିଡ଼କୁ ନଜରରେ ରଖି ବ୍ୟାପକ…

ଏହି ରାଜା ପ୍ରଥମେ ଆରମ୍ଭ କରିଥିଲେ ମହାକୁମ୍ଭ ମେଳା…

ପ୍ରୟାଗରାଜ: ପ୍ରୟାଗରାଜରେ ଭବ୍ୟ ଓ ଦିବ୍ୟ ମହାକୁମ୍ଭ ମେଳା ଚାଲିଛି । ପ୍ରତ୍ୟେକ ଦିନ ବହୁ ମାତ୍ରାରେ ସାଧୁ ସନ୍ଥ ଓ ଭକ୍ତ ମାନେ ଆସି ବୁଡ ପକାଉଛନ୍ତି । ତେବେ କେବଳ ଭାରତ ନୁହଁ, ବିଦେଶରୁ ମଧ୍ୟ ବହୁ ସାଧୁ ଓ ଭକ୍ତମାନେ ଆସି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି । ବିଶ୍ବାସ ରହିଛି…

ଜିମେଲ ପାସୱାର୍ଡ ଭୁଲିଯାଇଛନ୍ତି କି? କରନ୍ତୁ ଏହି କାମ

ଭୁବନେଶ୍ଵର: ଆଜିର ଡିଜିଟାଲ୍ ଯୁଗରେ, ଜିମେଲ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ଇମେଲ ପଠାଇବା ଠାରୁ ଆରମ୍ଭ କରି ଗୁଗୁଲ୍ ଡ୍ରାଇଭ୍, ଗୁଗୁଲ୍ ଫଟୋ ଏବଂ ୟୁଟ୍ୟୁବ୍ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଆପ୍କୁ ମଧ୍ୟ ଜିମେଲ ବିନା ଚଲାଇବା କଠିନ । ବେଳେ ବେଳେ ଲୋକେ ନିଜ ଫୋନରେ ଜିମେଲ ଖୋଲି…

ମହାକୁମ୍ଭ ଦଳାଚକଟା ପଛରେ ରହିଛି କି ଷଡ଼ଯନ୍ତ୍ର? 

ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ପଛରେ ରହିଛି କି ଷଡ଼ଯନ୍ତ୍ର? ଏବେ ଏହି ଦୃଷ୍ଟିକୋଣରୁ ତଦନ୍ତ କରୁଛି ଉତ୍ତରପ୍ରଦେଶ ଏସଟିଏଫ୍। ସୂଚନା ଅନୁଯାୟୀ, ଦଳାଚକଟା ସମୟରେ ଉପସ୍ଥିତ ଦୁଇଜଣ ଲୋକ କହିଛନ୍ତି ଯେ କିଛି ବ୍ଯକ୍ତି ହଠାତ୍ ଗେରୁଆ…

ଭାରତୀୟ ରେଳବାଇ ଆଣିଲା ‘ସ୍ୱରେଲ’ ଆପ୍, ଏହି ଆପରେ ମିଳିବ ସମସ୍ତ ସୁବିଧା

ନୂଆଦିଲ୍ଲୀ:ଆମ ଦେଶରେ ଲକ୍ଷଲକ୍ଷ ଲୋକ ଭାରତୀୟ ରେଳର ସୁବିଧା ପାଉଛନ୍ତି। ରେଳବାଇର ବିଭିନ୍ନ ସୁବିଧା ପାଇଁ ଯାତ୍ରୀମାନଙ୍କୁ ବିଭିନ୍ନ ଆପ୍ ବ୍ୟବହାର କରିବାକୁ ପଡିଥାଏ । କିନ୍ତୁ ଏବେ ଆପଣ ଗୋଟିଏ ଆପରେ ରେଳ ସମ୍ବନ୍ଧୀୟ ସମସ୍ତ ସୂଚନା ଏବଂ ସେବା ପାଇବାକୁ ସକ୍ଷମ ହେବେ । ତେବେ ଏହି ସୁପର…

ଭାରତରେ ଶସ୍ତା ହେବ ହାର୍ଲି-ଡେଭିଡସନ୍ ବାଇକ

ନୂଆଦିଲ୍ଲୀ: ହାର୍ଲି ଡେଭିଡସନ୍ ଭଳି ଆମେରିକୀୟ ବାଇକ୍ ଏବେ ଭାରତରେ ଶସ୍ତା ହେବ। ୨୦୨୫ ମସିହାର କେନ୍ଦ୍ରୀୟ ବଜେଟରେ ଉଚ୍ଚ କ୍ଷମତା ବିଶିଷ୍ଟ ବାଇକ୍ ଉପରେ ଆମଦାନୀ ଶୁଳ୍କ (କଷ୍ଟମ ଡ୍ୟୁଟି) ହ୍ରାସ କରିବାକୁ ଘୋଷଣା କରାଯାଇଛି। ଚଳିତ ୨୦୨୫ ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ…