ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ ସୋନାକ୍ଷୀ ସିହ୍ନା
ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଦକ୍ଷିଣ ସିନେମା ଜଗତରେ ପାଦ ଦେବାକୁ ଯାଉଛନ୍ତି।
ରିପୋର୍ଟ ଅନୁଯାୟୀ, ସୋନାକ୍ଷୀ ଖୁବ୍ଶୀଘ୍ର ତେଲୁଗୁ ଫିଲ୍ମ 'ଜଟାଧାରା'ରେ ନଜର ଆସିବେ। ଯାହାର ସୁଟିଂ ଖୁବ୍ଶୀଘ୍ର ଆରମ୍ଭ ହେବ।
'ଜଟାଧାରା'ରେ ଲିଡ୍ ରୋଲରେ ସୁଧୀର ବାବୁ ରହିଛନ୍ତି।…