ସମ୍ବଲପୁର, ରାଉରକେଲା ଓ ପୁରୀରେ ଖୁବଶୀଘ୍ର ହେବ ପୌର ନିର୍ବାଚନ: ମନ୍ତ୍ରୀ
ଭୁବନେଶ୍ୱର: ପୁଣି ହେବ ପୌର ନିର୍ବାଚନ । ଏନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର । ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।
ହାଇକୋର୍ଟଙ୍କ ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା । ଏନେଇ ସୂଚନା…