ପୋଲିସକୁ ବଡ଼ ସଫଳତା: କୋମ୍ବିଂ ଅପରେସନ ବେଳେ ବଡ଼ ମାଓ କ୍ୟାମ୍ପ ଠାବ
ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ତୁମରେଲ ଜଙ୍ଗଲରେ ଯବାନଙ୍କ କୋମ୍ବିଂ ଅପରେସନ ବେଳେ ଏକ ବଡ଼ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରେ ଚାଲିଥିଲା ଇଆଇଡି ତିଆରି କାରଖାନା। ଯାହାକୁ ଠାବ କରିବାରେ ସଫଳ ହୋଇଛି ପୋଲିସ।
ସୂଚନା ଅନୁସାରେ ମାଟି ତଳେ…